ରାଉରକେଲାରେ ସଡ଼କ ଦୁର୍ଘଟଣା, ୨ ମୃତ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ବୈଦେହୀ ପେଟ୍ରୋଲ ପମ୍ପ ନିକଟରେ ରବିବାର ଦିନ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି ।
ରାସ୍ତାରେ ଦୁଇଜଣ ବ୍ୟକ୍ତି ବାଇକରେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ସହିତ ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଥିଲା ।…