ଗଜପତି ଜଙ୍ଗଲରୁ ୨୯ ଆଦିବାସୀ ସେବାଶ୍ରମ ଛାତ୍ରୀ ଉଦ୍ଧାର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅନ୍ତରବା ସେବାଶ୍ରମ ବିଦ୍ୟାଳୟରୁ ନିଖୋଜ ଥିବା ୨୯ ଜଣ ଛାତ୍ରୀଙ୍କୁ ରବିବାର ରାତିରେ ପୋଲିସ ଉଦ୍ଧାର କରିଛି।
ଛାତ୍ରୀମାନେ ସେବାଶ୍ରମରୁ ଶନିବାର ବିଳମ୍ବିତ ରାତିରେ ହଷ୍ଟେଲ ଛାଡ଼ି ପଳାଇଥିବା ନେଇ ଅଭିଯୋଗ ହୋଇଥିଲା ।…