ଅବିବାହିତ ଥାଇ ମଧ୍ୟ ଅବଦୁଲ୍ କଲାମଙ୍କର ଅଛନ୍ତି ୩ ପୁଅ !
ନୂଆଦିଲ୍ଲୀ: ସାରା ଦେଶରେ ଭାରତର ମିସାଇଲ୍ ମ୍ୟାନ୍ ତଥା ୧୧ତମ ରାଷ୍ଟ୍ରପତି ଏପିଜେ ଅବୁଦୁଲ୍ କଲାମଙ୍କର ୮୮ତମ ଜନ୍ମ ବାର୍ଷିକୀ ପାଳିତ କରାଯାଉଛି ।
ଭାରତୀୟ ମହାକାଶ ବିଜ୍ଞାନରେ ତାଙ୍କର ଅତୁଳନୀୟ ଦାନ ପାଇଁ ତାଙ୍କୁ 'ମିସାଇଲ ମ୍ୟାନ୍' ଭାବେ ସାରାଦେଶ ଜାଣିଛି । ଭାରତର ଅନେକ…