ଫନି ପ୍ରଭାବରେ ସୋଆ ବିଶ୍ୱବିଦ୍ୟାଳୟର ଲକ୍ଷାଧିକ ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ବିଭିନ୍ନ ସରଞ୍ଜାମ ଓ ଭିତ୍ତିିଭୂମିର ବ୍ୟାପକ କ୍ଷୟକ୍ଷତି ଘଟିଛି ।
ପ୍ରାଥମିକ ଆକଳନ ଅନୁଯାୟୀ ଏହି କ୍ଷୟକ୍ଷତିର…