ଚିଲିକା ଓ ଭିତରକନିକା ଆଦ୍ରଭୂମି ସୁରକ୍ଷା ନିମନ୍ତେ ଏସିଏସ ଦୃଷ୍ଟିପାତ କରିବେ !
କଟକ: ଚିଲିକା ଓ ଭିତରକନିକା ଅଭୟାରଣ୍ୟ ଆଦ୍ରଭୂମିର ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ହସ୍ତାନ୍ତର କରିବା ନେଇ ଓଡ଼ିଶା ହାଇକୋର୍ଟରେ ଏକ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି ।
ଚିଲିକା ଓ ଭିତରକନିକାରେ ସୁରକ୍ଷା ଉପାୟର ଏକ…