Latest Odisha News

BREAKING NEWS

କେଉଁ ଆଡ଼କୁ ଖୋଲିବା ଉଚିତ ଘରର ଦ୍ୱାର, ଭିତରକୁ ନା ବାହାରକୁ

ଭୁବନେଶ୍ୱର: ଘର ଯେମିତି ବି ହୋଇଥାଉ ଏହାର ମୁଖ୍ୟଦ୍ୱାରର ଅନେକ ମହତ୍ତ୍ୱ ରହିଥାଏ। କାରଣ ଏହିଠାରୁ ହିଁ ସମସ୍ତ ସକାରାତ୍ମକ ତଥା ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଘରେ ସୁଖ ସମୃଦ୍ଧି ବଜାୟ ରଖିବାପାଇଁ ମୁଖ୍ୟଦ୍ୱାର ସମ୍ବନ୍ଧିତ ଏହି ବାସ୍ତୁ ନିୟମଗୁଡ଼ିକର ପାଳନ କଲେ ଶୁଭଫଳ ପ୍ରାପ୍ତ…

କାହିଁକି ବନ୍ଦ ହୋଇ ଯାଇଥିଲା ନବେ ଦଶକର ସୁପରହିଟ୍ ଶୋ’ ‘ଶକ୍ତିମାନ’, ଜାଣନ୍ତୁ କାରଣ

ମୁମ୍ବାଇ: ନବେ ଦଶକର ସୁପରହିଟ୍ ଶୋ' 'ଶକ୍ତିମାନ' । ପ୍ରତ୍ୟେକ ରବିବାର, ଶନିବାର ଓ ମଙ୍ଗଳବାର ଦିନ ଦୂରଦର୍ଶନରେ ପ୍ରସାରିତ ହେଇଥିବା ଏହି ଶୋ'ର ଲୋକପ୍ରିୟତା ଥିଲା ଢେର ଅଧିକା । ସେ ସମୟରେ ଅନେକ ସ୍ଥାନରେ ଟିଭିର ସୁବିଧା ନଥାଇ ମଧ୍ୟ ଗୋଟେ ଟିଭି ଆଗରେ ବସି ପିଲାମାନେ ଶକ୍ତିମାନ ଦେଖୁଥିଲେ।…

‘ନୂଆଁଖାଇ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ଭୁବନେଶ୍ୱର : ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଁଖାଇ’ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟ୍ କରିଛନ୍ତି । https://twitter.com/Naveen_Odisha/status/1168731307771170816?s=08…

ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ

ନୂଆଦିଲ୍ଲୀ: ସରକାରଙ୍କୁ ଲାଗିଛ ଜିଏସଟି ଝଟ୍‌କା। ଗତ ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ। ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ୯୮ ହଜାର ୨୦୨ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିବା ବେଳେ ଜୁଲାଇ ମାସରେ ଏହି ପରିମାଣ ଥିଲା ୧ ଲକ୍ଷ ୨ ହଜାର କୋଟି ଟଙ୍କା।…

ବଲୁଚିସ୍ତାନକୁ କେମିତି ଓ କାହିଁକି କବଜା କଲା ପାକିସ୍ତାନ

ଭୁବନେଶ୍ୱର: ପାକିସ୍ତାନ ଦ୍ୱାରା କେମିତି ଅଧୀକୃତ ହେଲା ବଲୁଚିସ୍ତାନ? କଣ ଏହି ବଲୁଚିସ୍ତାନ? ପାକିସ୍ତାନ ଏହାକୁ କାହିଁକି କବଜା କଲା? ଆସନ୍ତୁ ଜାଣିବା ଏହାର ରହସ୍ୟ... ଆଜି ବଲୁଚିସ୍ତାନର ଜନସାଧାରଣଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରସଙ୍ଗ କେହି ଉଠାଉ ନାହାନ୍ତି । ସେଠାକାର ଖବର…

ଲିଙ୍ଗରାଜ ମନ୍ଦିର ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ, ବିଳମ୍ବ ହେଲା ମହାପ୍ରଭୁଙ୍କ ଦୈନିକ ନୀତି

ଭୁବନେଶ୍ୱର: ରାଜଧାନୀସ୍ଥିତ ପ୍ରସିଦ୍ଧ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ସଂଘର୍ଷ ହେବାଯୋଗୁଁ ମଙ୍ଗଳବାର ଦିନ ଠାକୁରଙ୍କ ନୀତି ବିଳମ୍ବ ଘଟିଛି । ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ମୌଜା ଗଙ୍ଗୁଆ ନଦୀ ନିକଟରେ ବଡୁୁ ନିଯୋଗ ପକ୍ଷରୁ ବେଆଇନ ଭାବେ ଘର…

ମୁମ୍ବାଇର ଓଏନଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୭ ମୃତ

ମୁମ୍ବାଇ: ମୁମ୍ବାଇ ଅନ୍ତର୍ଗତ ଉରାନ୍ ଅଞ୍ଚଳସ୍ଥିତ ଅଏଲ୍ ଆଣ୍ଡ ନେଚୁରାଲ୍ ଗ୍ୟାସ୍ (ଓଏନଜିସି) ପ୍ଲାଣ୍ଟର ଶୀତଳ ଭଣ୍ଡାରରେ ମଙ୍ଗଳବାର ଦିନ ଅଗ୍ନିକାଣ୍ଡ ଘଟିବାରୁ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ପୁରୀ ‘ବଡ ଆଖଡା ମଠ’ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ୫ଶହ ବର୍ଷ ପୁରୁଣା ବଡ ଆଖଡା ମଠକୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣାସ୍ଥଳରେ ପ୍ରାୟ ୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବଡ ଆଖଡା…

ପାଣିରେ ବୁଡି ୨ ଭଉଣୀଙ୍କ ସଲିଳ ସମାଧି

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଲିଅଣା ବ୍ଲକ୍ ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି । ଘର ନିକଟ ଏକ ଖାଲରେ ଜମିଥିବା ପାଣିରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟଙ୍କ ବୟସ ୩ରୁ ୪ ବର୍ଷ ହେବ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦୁହେଁ ଘର…

ଘଡଘଡି ସହ ବର୍ଷା ଆଶଙ୍କା: ୧୧ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦିନ ୧ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।…