କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ପ୍ରସଙ୍ଗ: ପର୍ଯ୍ୟାୟ କ୍ରମେ ବାଲି କାଢିବ ଏଏଏଆଇ
କୋଣାର୍କ: ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରେ ଥିବା ବାଲି କାଢିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି । ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେ ବିଭାଗ (ଏଏସଆଇ) ଏହି ଗର୍ଭଗୃହରୁ ବାଲି କାଢିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
କୋଣାର୍କ ସୂର୍ଯ୍ୟ…