Latest Odisha News

BREAKING NEWS

କୋହଲୀଙ୍କ ଉପରେ ନିର୍ଭର କରୁଛି ଧୋନୀଙ୍କ କ୍ରିକେଟ ଭବିଷ୍ୟତ !

ଭୁବନେଶ୍ୱର: ଭାରତୀୟ କ୍ରିକେଟରେ ଏକ ଜାଜ୍ଜ୍ୱଲମାନ ତାରକା ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଭାରତୀୟ କ୍ରିକେଟକୁ ଏକ ନୂଆ ଦିଗନ୍ତ ଦେବାରେ ଧୋନୀଙ୍କର ରହିଛି ଅନେକ ପରିଶ୍ରମ ତଥା ଅକୁଣ୍ଠିତ ଉଦ୍ୟମ । ଏହି ମହାନ କ୍ରିକେଟ ତାରକାଙ୍କୁ ଭାରତୀୟ କ୍ରିକେଟପ୍ରେମୀ କେବେବି ଭୁଲି ପାରିବେ ନାହିଁ,…

ଓଡିଶା ଖଦି ବୋର୍ଡ ଦୁର୍ନୀତିକୁ ନେଇ ଗୃହରେ ହଙ୍ଗାମା, ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଖଦି ଓ ଗ୍ରାମୋଦ୍ୟଗ ବୋର୍ଡ (ଓକେଜିବି)ରେ ବ୍ୟାପକ ଅନୀୟମିତାକୁ ନେଇ ଓଡିଶା ବିଧାନସଭାରେ ବିରୋଧି ବିଜେପି ତୁମ୍ବିତୋଫାନ କରିଛି । ଏହି ଦୁର୍ନୀତିକୁ ନେଇ ବିଜେପି ତଦନ୍ତ ଦାବି କରିଛି । ଗୃହର ଶୂନ୍ୟକାଳ ସମୟରେ ଏହି ପ୍ରସଙ୍ଗକୁ ଉଠାଇବା ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ…

ଧ୍ୟାନ ଓ ଆଧ୍ୟାତ୍ମିକତାର ଚରମ ସୋପାନ: ଚନ୍ଦ୍ରଗିରିର ପଦ୍ମସମ୍ଭବ ପୀଠ

ଭୁବନେଶ୍ୱର: ଧ୍ୟାନ ଲାଗି ଏହି ମହାବୀର ପୀଠଟି ବୌଦ୍ଧଭିକ୍ଷୁଙ୍କର ବେଶ୍ ପସନ୍ଦଯୋଗ୍ୟ । ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରୁଥିବା ଏହି ପ୍ରାକୃତିକ ନୈସର୍ଗିକ ସ୍ଥାନଟିରେ ପ୍ରତି ମୂହୁର୍ତ୍ତରେ ଶାନ୍ତି ବିରାଜମାନ କରୁଥାଏ । ଅଧ୍ୟୟନରତ ବୌଦ୍ଧଭିକ୍ଷୁମାନେ ଏହି ପୀଠକୁ କେବଳ ଧ୍ୟାନଯୋଗ…

କଥାକୁହା ଫଟୋ: ଓଡ଼ିଶୀ ନୃତ୍ୟ ଓ ନାଟକ ‘ଦ୍ରୌପଦୀ’ରେ ନୃତ୍ୟାଙ୍ଗନାଙ୍କ ଅପୂର୍ବ ଭଙ୍ଗୀ…

ଭୁବନେଶ୍ୱର: ଦ୍ରୌପଦୀ ନାମ୍ନୀ ଜଣେ ଋଷିକନ୍ୟା ଶିବଙ୍କୁ ଭଲ ସ୍ୱାମୀଟେ ଲାଗି ବର ମାଗିଲେ । ଯୋଗରେ ନିମଗ୍ନ ମହାଦେବଙ୍କୁ ୫ଥର ପ୍ରାଥନା କରିଥିବାରୁ ପାଞ୍ଚଜଣ ସ୍ୱାମୀ ପାଇଥିଲେ ଦ୍ରୌପଦୀ । ଏହି ମହାଭାରତୀୟ କଥାବସ୍ତୁକୁ ନେଇ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଦେବସ୍ମିତା ସେନଗୁପ୍ତାଙ୍କ ଗ୍ରୁପ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ଏହିସବୁ ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାର ଗୋଟିଏ…

ଥାନାରେ ଯୁବତୀ ଚାଲାଣକାରୀଙ୍କ ସନ୍ଦେହଜନକ ମୃତ୍ୟୁ !

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାସ୍ଥିତ ଧାରୁଆଡିହି ଥାନା ଭିତରେ ଜଣେ ମଣିଷ ଚାଲାଣକାରୀର ସନ୍ଦେହଜନକ ମୃତ୍ୟୁ ଘଟିଛି । ଅଭିଯୁକ୍ତ ସୁନିଲ ଲୋଧିକୁ ଏକ ମାମଲାରେ ପୋଲିସ ପୂର୍ବରୁ ହେପାଜତରେ ରଖି ପଚରାଉଚରା କରୁଥିବା ବେଳେ ଥାନା ବାଥରୁମ ମଧ୍ୟରୁ ତାକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ନେଇ…

ଗଞ୍ଜାମ: ସ୍କୁଲରେ ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର

ଆସ୍କା: ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକସ୍ଥିତ ମାଗୁରା ଗ୍ରାମରେ ଥିବା ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ଘଟିଥିବା ବିସ୍ଫୋରଣରେ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତ ଛାତ୍ରମାନଙ୍କୁ…

ପାଟକୁରା ନିର୍ବାଚନ: ପୋଲିଂ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସର ମୁହାଁମୁହିଁ, ଭୋଟଦାନ ବାଧାପ୍ରାପ୍ତ

କେନ୍ଦ୍ରାପଡା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ ମତଦାନ ଜାରି ରହିଥିବା ବେଳେ କିଣିଲୋସ୍ଥିତ ଏକ ଭୋଟିଂ ବୁଥରେ ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନାନୁଯାୟୀ କିଣିଲୋସ୍ଥିତ ୩୦୭ ନଂ ଭୋଟିଂ କେନ୍ଦ୍ରରେ ଚିରକୁଟକୁ ନେଇ ଜଣେ ପୋଲିଂ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସରଙ୍କ…

ଫ୍ୟାଶନରେ ଟ୍ରେଣ୍ଡି ମୁଦି…

ସମୟ ସହିତ ଫ୍ୟାଶନ ବଦଳୁଥିଲା ବେଳେ ଏବେକାର ଫ୍ୟାଶନ ଟ୍ରେଣ୍ଡରେ ରହିଛି ମୁଦି । ଏହା ମଧ୍ୟ ହାତର ସୌନ୍ଦର୍ଯ୍ୟ ବୃଦ୍ଧିକୁ ଦ୍ୱିଗୁଣିତ କରିଥାଏ । ଆଜିର ସମୟରେ ଝିଅମାନେ ଟ୍ରାଡିସନାଲ୍ ସୁନା ମୁଦି ବଦଳରେ ଫ୍ୟାଶନେବଲ୍ ମୁଦି ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ଜାଣନ୍ତୁ, ହାତକୁ ଏକ…

ପାଟକୁରା ବିଧାନସଭା ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ଆରମ୍ଭ

ଭୁବନେଶ୍ୱର: କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ ପାଖାପାଖି ୩୦୯ ବୁଥକେନ୍ଦ୍ରରେ ମତଦାନ ଆରମ୍ଭ ହୋଇଛି। ଏହି ଭୋଟଗ୍ରହଣ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଅନୁଷ୍ଠିତ ହେବାକୁ ଥିବାବେଳେ ଉକ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ କଡ଼ା ସୁରକ୍ଷା…