ଜାଣନ୍ତୁ, କେମିତି କଟିବ ଆଜି ଦିନ…
ରାଶିଫଳ
ତା୨୦-୦୭-୨୦୧୯ ଶନିବାର
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର
ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୦ ରିଖ ଶନିବାର କର୍କଟ ୦୪ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର
ଘାତ ବାର-: ବୃଷ ସିଂହ…