ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଶ୍ରୀ ଆୱାର୍ଡସ୍ ର ଚତୁର୍ଥ ସଂସ୍କରଣ ଆୟୋଜିତ
ଭୁବନେଶ୍ୱର: ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ପୁରୁଷମାନଙ୍କୁ ସମ୍ମାନୀତ କରିବାର ଚିରାଚରିତ ପରମ୍ପରାକୁ ନେଇ ପୁନଃଶ୍ଚ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଶ୍ରୀ ଆୱାର୍ଡସ୍ ର ଚତୁର୍ଥ ସଂସ୍କରଣ ଚଳିତ ମାସ ୨୦ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ହୋଟେଲ୍ କ୍ରାଉନଠାରେ ଆୟୋଜନ କରାଯାଇଥିଲା ।…