ଡେଙ୍ଗୁ ଆତଙ୍କ: କଳାହାଣ୍ଡିରେ ସ୍ଥିତି ସଙ୍ଗୀନ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲଡୁଗାଁ ବ୍ଲକରେ ଡେଙ୍ଗୁ ଏକ ପ୍ରକାର ମହାମାରୀର ରୂପ ନେଉଛି ।
ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡାଃ ସରୋଜ କୁମାର ତିହାଡିଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ୪ଶହ ରକ୍ତ ନମୁନାରୁ ୮୨ଟି ଡେଙ୍ଗୁ ରିର୍ପୋଟ ପଜିଟିଭ୍ ବାହାରିଛି ।…