Latest Odisha News

BREAKING NEWS

ନନ୍ଦନକାନନରେ ଅସୁସ୍ଥ ନୀଳଗାଈର ମୃତ୍ୟୁ

ଭୁବନେଶ୍ୱର : ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ଦିନ ଏକ ୧୨ ବର୍ଷୀୟ ମାଈ ନୀଳଗାଈର ମୃତ୍ୟୁ ଘଟିଛି । କିଛି ଦିନ ପୂର୍ବରୁ ଏହି ନୀଳଗାଈ କୌଣସି କାରଣରୁ ଅସୁସ୍ଥ ହୋଇ ଚିଡିଆଖାନା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲା । ତେବେ ଦୁର୍ଭାଗ୍ୟବଶତଃ ଚିକିତ୍ସାଧିନ…

କନ୍ଧମାଳ ସେବାଶ୍ରମରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ, ୧ ଅଟକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବେଲଘରସ୍ଥିତ ଏକ ଆଦିବାସୀ ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଛାତ୍ରୀ ୪ ମାସର ଅର୍ନ୍ତସତ୍ୱା ହୋଇଥିବାବେଳେ ଉକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ଏନେଇ ଥାନାରେ ଏତଲା ଦେବା ପରେ…

କର୍ଣ୍ଣାଟକ ସଙ୍କଟ: ଆଜି ବିଧାନସଭାରେ ଆସ୍ଥା ଭୋଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ଶୁକ୍ରବାର ଦିନ ଦେଢଟା ସୁଦ୍ଧା କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଚ.ଡି କୁମାରସ୍ୱାମୀଙ୍କ ସରକାରକୁ ଆଜି ନିଜର ଶକ୍ତି ପରୀକ୍ଷା ତଥା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ…

କବିବର ରାଧାନାଥ ରାୟ ବନାମ ସେହିସବୁ ଅନାମଧେୟ ପଦ୍ୟ ଲେଖିକା

କବିବର ରାଧାନାଥ ରାୟ ବନାମ ସେହିସବୁ ଅନାମଧେୟ ପଦ୍ୟ ଲେଖିକା କେଦାର ମିଶ୍ର ରାଧାନାଥ ରାୟ ଆଧୁନିକ ଓଡିଆ କବିତାର ଯୁଗ ପ୍ରବର୍ତ୍ତକ, ଏ କଥାରେ କୌଣସି ସନ୍ଦେହ ନାହିଁ। ଓଡିଆ କବିତାର ଭାବ ଓ ଗଢଣରେ ଅନେକ ମୌଳିକ ପରିବର୍ତ୍ତନ ଆଣିବାର ଶ୍ରେୟ ରାଧାନାଥଙ୍କର। ତେବେ କବିତାର ଶୈଳୀ ଓ…

ଘରେ ପେଡିକ୍ୟୁର୍ କରିବାର ସହଜ ଉପାୟ, ଜାଣନ୍ତୁ

ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନରେ ମହିଳାଙ୍କୁ ଅଫିସ ତଥା ଘର କାର୍ଯ୍ୟରୁ ଫୁରସତ ମିଳୁନାହିଁ । ଫଳରେ ସେ ନିଜ ତଥା ନିଜ ସୌନ୍ଦର୍ଯ୍ୟର ଯତ୍ନ ଠିକ୍ ଭାବେ ନେଇପାରିନଥାନ୍ତି । କେହିକେହି ଫେସିଆଲ୍, ପେଡିକ୍ୟୁର, ମେନିକ୍ୟୁର କରିବା ପାଇଁ ସମୟ ଅଭାବରୁ ପାର୍ଲର ମଧ୍ୟ ଯାଇପାରନ୍ତି ନାହିଁ । କିନ୍ତୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୧୯-୦୭-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୧୯ ରିଖ ଶୁକ୍ରବାର କର୍କଟ ୦୩ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ ରାଶିର…

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ସମସ୍ତ ମ୍ୟାଚ ଜିତି ସେମିରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ

କଟକ: ଜବାହରଲାଲ ନେହରୁ ଷ୍ଟାଡିୟମଠାରେ ଖେଳା ଯାଉଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସରେ ଲଗାତାର ସବୁ ମ୍ୟାଚରେ ବିଜୟ ହୋଇ ସେମିରେ ଜାଗା ପକ୍କା କରିଛନ୍ତି ଉଭୟ ଭାରତୀୟ ମହିଳା ଓ ପୁରୁଷ ଟେବୁଲ ଟେନିସ ଦଳ । ସୂଚନା ମୁତାବକ ଗୁରୁବାର ଭାରତୀୟ ପୁରୁଷ ଦଳ 'ଗ୍ରୁପ-ଏଫ'ରେ ୱେଲଜ ସହ…

ଆମ ଦେହ କେତେ ଗରମ ସହିପାରିବ!

ଓଡିଶାର ଅନେକ ଅଂଚଳରେ ଖରାଦିନେ ତାପମାତ୍ରା ୪୫ଡିଗ୍ରୀ ସେଲସିୟସ ଛୁଏଁ । ଫାରେନାଇଟରେ ମାପିଲେ ଏହା ଆମ ଦେହର ସାଧାରଣ ତାପମାନ (୯୮.୪ଡିଗ୍ରୀ ଫାରେନାଇଟ୍)ଠୁ ବେଶ ଅଧିକ (୧୧୩ ଡିଗ୍ରୀ ଫାରେନାଇଟ୍) । ରାଜସ୍ଥାନର କିଛି ସ୍ଥାନରେ ତ ପାରଦ ୫୦ଡିଗ୍ରୀ ସେଲସିୟସ ଛୁଇଁଯାଏ । ଏତେ ତାପମାନ ଆମ ଶରୀର…

କର୍ଣ୍ଣାଟକ ବିଧାନସଭାରେ ଆଜି ହେଲାନି ଆସ୍ଥା ଭୋଟ, ଜୁଲାଇ ୧୯ ତାରିଖକୁ ଘୁଞ୍ଚାଇଲେ ଉପ ବାଚସ୍ପତି

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡ଼ି କୁମାରସ୍ୱାମୀଙ୍କ ସରକାର ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଉଦ୍ଦେଶ୍ୟରେ ଗୁରୁବାର ଆସ୍ଥା ଭୋଟର ସାମ୍ନା କରିଥାନ୍ତା । ଏହାକୁ ବିଧାନସଭାର ଉପ ବାଚସ୍ପତି ଜୁଲାଇ ୧୯ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ମିଳିଥିବା…

ଆମେରିକାରେ ପାଳିତ ହେଲା ରଥଯାତ୍ରା, ‘ହରିବୋଲ୍’ ଧ୍ୱନୀରେ କମ୍ପିଲା ଚିକାଗୋ…

ଚିକାଗୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସୁଦୂର ଆମେରିକାର ଚିକାଗୋ ସହରରେ ପାଳିତ ହୋଇଯାଇଛି । ଚିକାଗୋ ସହରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ସ୍ଥାପିତ ‘ଶ୍ରୀ ଜଗନ୍ନାଥ ସୋସାଇଟି ଅଫ ଗ୍ରେଟର୍ ଚିକାଗୋ’ ଆନୁକୂଲ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ସମେତ,…