Latest Odisha News

BREAKING NEWS

ଫେରିଯାଉଥିବା ଢେଉସବୁ

ଫେରିଯାଉଥିବା ଢେଉସବୁ ସୁଷମା ଦାଶ ମୁଁ ଜାଣିଥିଲି ଦିନେ ନା ଦିନେ ଏମିତି ହେବ ବୋଲି। ସବୁବେଳେ ଶାମୁକା ଯେ ସ୍ୱାତି ନକ୍ଷତ୍ରରେ ପୂର୍ଣ୍ଣଗର୍ଭା ହେବ, ଏ କଥାର ମାନେ ନାହିଁ। ଆକାଶର ସବୁ ମେଘ ଯେ ବରଷା ହୋଇ ମାଟିକୁ ଛୁଇଁବ କିଏ କହିବ ସେ କଥା ! ସବୁ ଫୁଲ କଣ ଫଳ ହୋଇ ପାରନ୍ତି ? ସବୁ ଫୁଲ…

ରିଲିଜ୍‌ ହେଲା ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଲ’ର ଟ୍ରେଲର

ମୁମ୍ବାଇ: ଖିଲାଡି ବଏ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଲ’ର ଟ୍ରେଲର ଗୁରୁବାର ଦିନ ରିଲିଜ୍‌ ହୋଇଛି । ଅକ୍ଷୟ କୁମାର ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଟ୍ରେଲଟି ଏକଦମ ଧମାକାଦାର ହୋଇଛି । ଏହାକୁ ଦେଖିବା ପରେ ଫିଲ୍ମଟି ହିଟ୍‌ ହେବ ବୋଲି ସିନେ ସମୀକ୍ଷକ ମାନେ ମତ…

ରାଜଧାନୀରୁ ୫ ଡ୍ରଗସ ବ୍ୟବସାୟୀଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ ଗୁରୁବାର ଦିନ ୫ ଜଣ ଡ୍ରଗସ ବ୍ୟବସାୟୀଙ୍କୁ ଗିରଫ କରିଛି । ବେଆଇନ ମାଦକ ଦ୍ରବ୍ୟ କାରବାରକୁ ରୋକିବା ପାଇଁ ଆରମ୍ଭ କରାଯାଇଥିବା ବିଶେଷ ଅଭିଯାନ ସମୟରେ ପୋଲିସକୁ ଏହି ସଫଳତା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି ପ୍ରଶାନ୍ତ କୁମାର ରାଉତ,…

ଆଚାରି ଚିକେନ୍

ଚଟ୍‌ପଟା ଖାଦ୍ୟ ଖାଇବାକୁ କିଏବା ଭଲ ନପାଏ । ଆଜି ଆମେ ପ୍ରସ୍ତୁତ କରିବା ଚଟପଟା ଆଚାରୀ ଚିକେନ । ଆବଶ୍ୟକ ସାମଗ୍ରୀ: ଚିକେନ୍‌, କଟା ପିଆଜ, ପିଆଜ- ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍‌, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ,…

ଆଜି ବଜାରକୁ ଆସିଲା ‘ସାମସଙ୍ଗ୍ ଗ୍ୟାଲାକ୍ସି ଏ୮୦’ ମୋବାଇଲ୍ ଫୋନ୍

ଭୁବନେଶ୍ୱର: ଦକ୍ଷିଣ କୋରିଆର ଜଣାଶୁଣା ମୋବାଇଲ୍ ଫୋନ କମ୍ପାନୀ ସାମସଙ୍ଗ୍ ଆଜି ଭାରତୀୟ ବଜାରରେ ଲଞ୍ଚ୍ କରିଛି ‘ସାମସଙ୍ଗ୍ ଗ୍ୟାଲାକ୍ସି ଏ୮୦’ ମୋବାଇଲ୍ ଫୋନ୍ । ଯେଉଁ ସ୍ମାର୍ଟ୍ ଫୋନରେ ରହିଛି ରୋଟେଟିଂ ହୋଇପାରୁଥିବା ୩ଟି କ୍ୟାମେରା । ଭାରତୀୟ ବଜାରରେ ଆଜି ଉପଲବ୍ଧ ହୋଇଛି ଗ୍ୟାଲାକ୍ସି…

ତୁମ ହାତେ କେଉଁ ଦେଇହେଲା

ତୁମ ହାତେ କେଉଁ ଦେଇହେଲା ଧନଞ୍ଜୟ ସ୍ୱାଇଁ ହାତଲେଖା ମୋ ଚିଠି ଯା’ ତଳେ ଲେଖିନି ଇତି ତୁମ ହାତେ କେଉଁ ଦେଇହେଲା! ତୁମରି ମୁଗୁନି ମୁହଁ ତୁମ ମୋତିଝରା ଲୁହ କାଗଜରେ ଆଙ୍କିବାର ଥିଲା, କାଲିକି ଆଙ୍କିବି ବୋଲି ଜମାକଲି ରଂଗ ତୂଳୀ ପବନରେ ସବୁ ଉଡ଼ିଗଲା... ତୁମ ହାତେ କେଉଁ…

ପାଟକୁରା ଭୋଟରଙ୍କ ମଝି ଆଙ୍ଗୁଠିରେ ଲାଗିବ କାଳି

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପାଟକୁରା ନିର୍ବାଚନରେ ଭୋଟ ଦାନ ସମୟରେ ଭୋଟରଙ୍କ ମଝି ଆଙ୍ଗୁଠୀରେ କାଳି ଲଗାଯିବ ବୋଲି ଗୁରୁବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଯଦି କୌଣସି ବୁଥରେ ସାନି ମତଦାନ ହୁଏ ତେବେ ଭୋଟରଙ୍କ…

ବିଜେଡ଼ି ସଦସ୍ୟଙ୍କ ପ୍ରଶ୍ନରେ ଏମିତି ମନ୍ତ୍ରୀ କି’ ଉତ୍ତର ଦେଲେ ଯେ, ଚୁପ ରହିଲେ ବିଧାୟକ !

ଭୁବନେଶ୍ୱର: ଗୁରୁବାର ଦିନ ଓଡ଼ିଶା ବିଧାନସଭାର ଶୂନ୍ୟକାଳ ସମୟରେ ଶାସକ ବିଜେଡ଼ି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ରୋଚକ ପ୍ରଶ୍ନରେ ରାଜସ୍ୱ ଓ ଦୁର୍ବିପାକ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଚଟାପଟ୍ ଉତ୍ତର ଗୃହରେ ହାସ୍ୟରୋଳ ସୃଷ୍ଟି କରିଥିଲା । ବିଧାୟକ ସରକାରଙ୍କଠୁ ଜାଣିବାକୁ…

କ୍ୟାନସରରୁ ରକ୍ଷାକରେ ତୁଳସୀ !

ଅନେକ ଲାଭଯୁକ୍ତ ଗୁଣରେ ଭରପୂର ତୁଳସୀ ବୃକ୍ଷକୁ ଜଡିବୁଟିର ରାଣୀ ବୋଲି କୁହାଯାଏ । ତୁଳସୀ ଏପରି ଏକ ବୃକ୍ଷ, ଯାହାର ଚେର, କାଣ୍ଡ, ପତ୍ର ଓ ମଞ୍ଜିକୁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ପ୍ରୟୋଗ କରାଯାଇଥାଏ । ଏହା ବ୍ୟତୀତ ଏହାର ଆଧ୍ୟାତ୍ମିକ ମହତ୍ୱ ମଧ୍ୟ ରହିଛି । ହିନ୍ଦୁ ଶାସ୍ତ୍ରରେ ତୁଳସୀ…

ବିଜେଡ଼ି ବନାମ ବିଜେଡ଼ି: ବିଧାନସଭାରେ ନିଜ ଦଳର ମନ୍ତ୍ରୀଙ୍କୁ ବର୍ଷିଲେ ବିଧାୟକ !

ଭୁବନେଶ୍ୱର: ବିଧାନସଭାରେ ଗତ ଦୁଇଦିନ ହେଲା ଶାସକ ଦଳର ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଗତକାଲି ପରି ଆଜି ମଧ୍ୟ ବିଜେଡ଼ି ବିଧାୟକ ତଥା ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ମଧ୍ୟରେ ଉଚ୍ଚବାଚ…