ପ୍ରତ୍ୟୁଷା ଯିବେ କଂଗ୍ରେସ
ଭୁବନେଶ୍ୱର : କନ୍ଧମାଳ ଲୋକସଭା ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି । କନ୍ଧମାଳ ଲୋକସଭା ଆସନ ପାଇଁ ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ଟିକେଟ ମିଳିଥିବା ବେଳେ ପ୍ରତ୍ୟୁଷାଙ୍କ ଟିକେଟ କଟିଥିବାରୁ କ୍ଷୋଭ ପ୍ରକାଶ କରି ସେ ଇସ୍ତଫା ଦେଇଛନ୍ତି ।
ତେବେ ଇସ୍ତଫା ଦେବା…