ବିରାଟଙ୍କ କ୍ରମାଗତ ୩ୟ ଶତକ ବୃଥା, ୱେଷ୍ଟଇଣ୍ଡିଜ ୪୩ ରନରେ ବିଜୟୀ
ପୁଣେ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପୁଣେଠାରେ ଅନୁଷ୍ଠିତ ହେଉଥିବା ତୃତୀୟ ଦିନିିକିଆ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଭାରତକୁ ୪୩ ରନରେ ପରାସ୍ତ କରିଛି । ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କ ଲଢୁଆ ୧୦୭ ରନର ଶତକ ବୃଥା ଯାଇଥିବା ବେଳେ ସିରିଜ ୧-୧ରେ ବରାବର ରହିଛି ।
ଭାରତୀୟ କପ୍ତାନ…