ତାପସୀ ହେବେ କ୍ରିକେଟର !
ମୁମ୍ବାଇ: ଭାରତର ଖ୍ୟାତନାମା ମହିଳା କ୍ରିକେଟର ମିଥାଲୀ ରାଜଙ୍କ ଭୂମିକାରେ ଅଭିନେତ୍ରୀ ତାପସୀ ପାନ୍ନୁ ଅଭିନୟ କରିବେ । ମଙ୍ଗଳବାର ମିଥାଲୀଙ୍କ ଜନ୍ମଦିନ ହୋଇଥିବାରୁ ତାପସୀ ଏହି ଖବର ବିଭିନ୍ନ ସୋସିଆଲ ସାଇଟରେ ଶେୟାର କରିଛନ୍ତି ।
ଫିଲ୍ମର ନାମ 'ସାବାସ ମିଠୁ' ରଖାଯାଇଛି । ଭାରତୀୟ ଦଳର…