କଳାହାଣ୍ଡି: ମର୍ଣ୍ଣିଂୱାକ୍ ବେଳେ ନାବାଳକକୁ ପଥରରେ ଛେଚି ହତ୍ୟା
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମରେ କେହି ଦୁର୍ବୁତ ଜଣେ ନାବାଳକକୁ ପଥରରେ ଛେଚି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।
ଅନ୍ୟପକ୍ଷରେ ମୃତ ଛାତ୍ରଙ୍କର ନାମ କୈଳାଶ ମାଝି (୧୭) ହୋଇଥିବା ବେଳେ ସେ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ୧୦…