ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ଡ଼ମ୍ବରୁଧର ମାଝି ବିଜେପିରେ ମିଶିଲେ
ଭୁବନେଶ୍ୱର: ନବରଙ୍ଗପୁରର ପୂର୍ବତନ ବିଜେଡ଼ି ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଡ଼ମ୍ବରୁଧର ମାଝୀ ସୋମବାର ଦିନ ବିଜେପିରେ ଯୋଗଦାନ କରିଛନ୍ତି ।
ମିଳିଥିବା ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲା ସଉରାସାହି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏକ ଉତ୍ସବରେ ତାଙ୍କର ଅନେକ ସମର୍ଥକଙ୍କ ସହିତ ଭାରତୀୟ ଜନତା…