Latest Odisha News

କମିଲା ପେଟ୍ରୋଲ-ଡିଜେଲ ଦର, ଦେଶବାସୀ ଆଶ୍ୱସ୍ତ

ନୂଆଦିଲ୍ଲୀ : ତୈଳଦର ବୃଦ୍ଧି ନେଇ ଦେଶବାସୀ ଅତିଷ୍ଠ ହୋଇପଡିଥିବାବେଳେ ଶନିବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୂଚନା ଅନୁଯାୟୀ ଆଜି ପେଟ୍ରାଲ ଲିଟର ପିଛା ପାଖାପାଖି ୩୮ ରୁ ୩୯ ପଇସା କମିଥିବାବେଳେ ଖୁଚୁରା ମୂଲ୍ୟରେ ୮୧.୯୯ ଟଙ୍କା ରହିଛି ।…

ଗଭୀର ଜଳରେ ୩ ନାବାଳିକାଙ୍କ ସଲିଳ ସମାଧି

ଖୋର୍ଦ୍ଧା/କଳାହାଣ୍ଡି : କଳାହାଣ୍ଡି ଓ ଖୋର୍ଦ୍ଧା ଅଞ୍ଚଳରେ ଶନିବାର ଭିନ୍ନଭିନ୍ନ ସ୍ଥାନରେ ପାଣିରେ ବୁଡି ୩ ଜଣ ନାବାଳିକାଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ନାମ ରୋଜି ସାହୁ (୧୭), ନମିତା ସାହୁ (୧୨) ଓ ରୁପାଲି ସାମନ୍ତରାୟ (୧୦) ବୋଲି ଜଣାପଡିଛି ।…

ତିତିଲି ବାତ୍ୟାରେ ମୃତ୍ୟୁ ସଂଖ୍ୟା ୬୧, ମୁଖ୍ୟ ଶାସନ ସଚିବଙ୍କ ସୂଚନା

ଭୁବନେଶ୍ୱର: ଭୟଙ୍କର ତିତଲି ବାତ୍ୟା ରାଜ୍ୟର ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ପ୍ରଭାବିତ ହୋଇ ମୃତ୍ୟୁ ସଂଖ୍ୟା ୬୧ରେ ପହଁଚିଛି ବୋଲି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ରାଜ୍ୟ ସଚିବାଳୟଠାରେ ଏକ…

ଆଜି ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ, ଟ୍ୱିନସିଟିରେ ଜୋରଦାର ପ୍ରସ୍ତୁତି

କଟକ/ଭୁବନେଶ୍ୱର : ପବିତ୍ର ଦଶହରା ସରିଲା ପରେ ଏବେ ସାରା ରାଜ୍ୟ ମା ଦୁର୍ଗାଙ୍କୁ ବିଦାୟ ଦେବା ପାଇଁ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡିଛନ୍ତି । ଏହାକୁ ନେଇ ଟ୍ୱିନ୍ ସିଟିରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କଟକ ପୌରପାଳିକା ନିଗମ ପକ୍ଷରୁ କାଠଯୋଡି ନଦୀ ନିକଟବର୍ତ୍ତୀ…

ଅମୃତସର ରାବଣ ପୋଡ଼ି ଟ୍ରେନ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି

ଅମୃତସର: ଦଶହରା ସଂନ୍ଧ୍ୟାରେ ପଞ୍ଜାବର ଅମୃତସର ଠାରେ ରାମଲୀଳା ରାବଣ ପୋଡ଼ି ଟ୍ରେନ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏବେ ମଧ୍ୟ ୧୧୩ ଜଣ ଦର୍ଶକ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଠାରେ ସୂଚନାଯୋଗ୍ୟ,…

ଆଜି ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ବିଶିଷ୍ଟ ଓଲିଉଡ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ପ୍ରଯୋଜକ ଅମୀୟ ପଟ୍ଟନାୟକଙ୍କ ମରଶରୀରର ଶେଷକୃତ୍ୟ ଆଜି ସ୍ୱର୍ଗଦ୍ୱାରରେ ସମ୍ପନ୍ନ କରାଯିବ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମରଶରୀର ନୂଆଦିଲ୍ଲୀରୁ ଅଣାଯାଇ ଆଇଆରସି ଭିଲେଜସ୍ଥିତ ବାସଭବନକୁ ଅଣାଯାଇଥିଲା । ଏହି…

୪୦ ବର୍ଷରେ ଧୁଆଁଧାର ଓପନର ବିରେନ୍ଦ୍ର ସେହେୱାଗ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେୱାଗଙ୍କ ଆଜି ୪୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ବର୍ତ୍ତମାନ ସମୟରେ ସେହେୱାଗ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ଆଜି ବି ପ୍ରଶଂସକ ମାନେ ତାଙ୍କର ବିସ୍ଫୋରକ ବ୍ୟାଟିଂକୁ…

ଭୁବନେଶ୍ୱରରେ କାର-ବାଇକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ଉତ୍ତରାଛକରେ ଶୁକ୍ରବାର ରାତିରେ ବାଇକ ଓ କାର ମଧ୍ୟରେ ଦୁର୍ଘଟଣା ଘଟି ୬ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂତ୍ରରୁ ପ୍ରକାଶ, ଉତ୍ତରାଛକ ନିକଟ ଗୁଡ଼ିଆପୋଖରୀ ରାସ୍ତାରେ ଓଆର.୦୨ ବିଏଲ. ୭୫୭୫ ନମ୍ବର କାର୍ ଏକ ବାଇକକୁ ପ୍ରଚଣ୍ଡ…

ସମ୍ବଲପୁରୀ ପଶାପାଲି ଶାଢ଼ୀ: ଉତ୍କୃଷ୍ଟ ଓଡ଼ିଆ କଳା କାରିଗରୀର ନମୁନା

ଓଡ଼ିଶାର ପରିପାଟୀ ଶୈଳୀ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର । ଆଉ ଏହାର ସମସ୍ତ ଶ୍ରେୟ ହେଉଛି ବାନ୍ଧ କାରୁକାର୍ଯ୍ୟର । ବିଭିନ୍ନ ପ୍ରକାର ସୂତା ବସ୍ତ୍ରରେ ବାନ୍ଧ କାମ କରାଯାଇ ଆକର୍ଷଣୀୟ କରାଯାଇଥାଏ । ଶ୍ରୀଜଗନ୍ନାଥ ସଂସ୍କୃତି ସହ ଏହି ତନ୍ତ ବିଦ୍ୟା ଜଡ଼ିତ । ବିଭିନ୍ନ ମନ୍ଦିରର ସ୍ଥାପତ୍ୟକୁ…

ଅମୃତସର: ରାବଣ ପୋଡ଼ି ଦେଖୁଥିଲା ବେଳେ ଟ୍ରେନ୍ ମାଡ଼ିଗଲା, ୫୦ ଜଣଙ୍କ ଶୋଚନୀୟ ମୃତ୍ୟୁ

ଅମୃତସର: ପଞ୍ଜାବର ଅମୃତସର ଠାରେ ରାମଲୀଳା ରାବଣ ପୋଡ଼ି ଚାଲିଥିବା ବେଳେ ସେଠାରେ ଉପସ୍ଥିତ ଦେଖଣାହାରୀଙ୍କ ଉପରେ ଟ୍ରେନ ମାଡ଼ି ଯିବାରୁ ୫୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାରୁ ଜଣାପଡ଼ିଛି, ରାମଲୀଳା ଚାଲିଥିବା ବେଳେ ଅଧିକାଂଶ ଲୋକ ରେଲୱେ ଟ୍ରାକ୍ ଉପରେ ଛିଡ଼ା…