Latest Odisha News

BREAKING NEWS

କରୁଣାମୟୀ ମା’ ତାରାତାରିଣୀ – ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ

ଓଡ଼ିଶାରେ ଅନେକ ଶକ୍ତିପୀଠ ବା ଦେବୀ ମନ୍ଦିର ପ୍ରସିଦ୍ଧି ଲାଭ କରିପାରିଛି । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ତାରାତାରିଣୀ ପୀଠ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି । କରୁଣାମୟୀ ଦେବୀ ତାରାତାରିଣୀ ଭକ୍ତମାନଙ୍କର ମନୋସ୍କାମନା ପୂରଣ କରୁଥିବାର ବହୁକାଳରୁ ଜନଶୃତି ରହିଛି । ଶାରଦୀୟ ଦୁର୍ଗାପୂଜା…

ବାତ୍ୟା ତିତିଲି ପରେ: ନୂଆପଡ଼ା-ଗୁଣୁପୁର ରେଲୱେ ସେକ୍ସନ କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଭୟଙ୍କର ତିତଲି ବାତ୍ୟା ପ୍ରଭାବରେ ୱାଲଟିୟର ଡ଼ିଭିଜନର ନୂଆପଡ଼ା-ଗୁଣୁପୁର ରେଲୱେ ସେକ୍ସନ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବା ରେଲୱେ ସୂତ୍ରରୁ ଜଣାପଡ଼ିଛି । ବାତ୍ୟାରେ ପ୍ରକାଣ୍ଡ ଗଛ ରେଲୱେ ଟ୍ରାକ ଉପରେ ପଡ଼ିଥିଲା ଏବଂ ବାତ୍ୟା ପରେ ହୋଇଥିବା ପ୍ରବଳ ବର୍ଷା ପରର ବନ୍ୟାରେ ଏହି…

କୋଣାର୍କରେ କଲିକତାର ମହିଳାଙ୍କୁ ୧୦ ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ

ପୁରୀ: ପୁରୀ ଜିଲ୍ଲାର କୋଣାର୍କରେ ଜଣେ ମହିଳାଙ୍କୁ ୧୦ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ମିଳିଥିବା ସୂଚନାରୁ ପ୍ରକାଶ, ମହିଳା ଜଣଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୨ କିମି ଦୂର ଏକ ମାର୍କେଟ କମ୍ଲେକ୍ସର କୋଠରୀ ମଧ୍ୟରେ ରଖାଯାଇ ଜବରଦସ୍ତି ବେଶ୍ୟାବୃତ୍ତିରେ…

ବର୍ଷା ଓ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, ୨୨୦୦ କୋଟି ଟଙ୍କା କ୍ଷୟକ୍ଷତିର ପ୍ରାଥମିକ…

ଭୁବନେଶ୍ୱର: ବାତ୍ୟା ତିତଲି ପରବର୍ତ୍ତୀ ବର୍ଷା ଏବଂ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେଉଛି । ଏବେ କେତେକ ଅଞ୍ଚଳ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଛି । ବନ୍ୟା ଓ ବର୍ଷା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ…

# ମି-ଠୁ ଜାଲରେ ଫସିଲେ କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବର, ଇସ୍ତଫା ଦେଲେ

ନୂଆଦିଲ୍ଲୀ : ‘ମି-ଠୁ’ ଅଭିଯାନକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବାବେଳେ ଏଥିରେ କିଛି ନେତା ଓ ଅଭିନେତାଙ୍କର ନାମ ମଧ୍ୟ ଛନ୍ଦି ହୋଇପଡିଛି । ଏହି ମି-ଠୁ ଜାଲରେ ଫସିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବର । ଏହି ଘଟଣାରେ କିଛି ଦିନ…

ଛତର ଯାତ୍ରାରେ ଚଳଚଞ୍ଚଳ ହେଲା ଭବାନୀପାଟଣା

ଭବାନୀପାଟଣା : ଶାରଦୀୟ ଦୁର୍ଗାପୂଜାକୁ ନେଇ ଏବେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଏହି ପୂଜା ଅବସରରେ କଳାହାଣ୍ଡି ଜିଲ୍ଲାରେ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ଆଜି ଛତର ଯାତ୍ରା ଅନୁଷ୍ଠିତ…

ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ପୁଣି କ୍ଷମା ମାଗିଲେ

ଭବାନୀପାଟଣା: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ତଥା ଓଡ଼ିଶା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ପ୍ରଦାନ କରିବା ପରେ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କୁ ମେଲ୍ ଦ୍ୱାରା କ୍ଷମା ମାଗିଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଆଜି ପୁଣି ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି ।…

ବାତ୍ୟା ପ୍ରଭାବିତ ଚମ୍ପାପୁର ଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା

ପାରଳାଖେମୁଣ୍ଡି/ଭୁବନେଶ୍ୱର : ବାତ୍ୟା ତିତଲି ପ୍ରଭାବରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ ଲକ୍ଷ ଟଙ୍କାଏଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଗଙ୍ଗବାଡ ପଞ୍ଚାୟତ…

# ‘ମି-ଠୁ’: ଯତୀନ ଦାସଙ୍କ ବିରୋଧରେ ଅଭିଯୋଗ, ମୁହଁ ଖୋଲିଲେ ଝିଅ ନନ୍ଦିତା

ମୁମ୍ବାଇ : ‘ମି-ଠୁ’ରେ ଯୋଡିହୋଇଯାଇଛି ପ୍ରସିଦ୍ଧ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାମ । ଏହି ଘଟଣାକୁ ନେଇ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ଝିଅ ନନ୍ଦିତା ଦାସ ମୁହଁ ଖୋଲିଛନ୍ତି । ନନ୍ଦିତା ଆଜି ନିଜ ଫେସବୁକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ “‘ମି-ଠୁ’ ଅଭିଯାନ ଚାରିଆଡେ ଜୋର ଧରିଥିବା ବଳେ…

ଶ୍ରୀନଗରରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ ଓ ଜଣେ ପୋଲିସ କର୍ମୀ ସହିଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ଫତେହ କଦାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏକ ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ ଏହି ଗୁଳିବିନିମୟରେ ଜଣେ ପୋଲିସ କର୍ମୀ ମଧ୍ୟ ସହିଦ ହୋଇଥିବା ନେଇ ଜଣାପଡିଛି । ସୂଚନା…