Latest Odisha News

BREAKING NEWS

‘ଓଡ଼ିଶା ଏଫସି’ ଆରମ୍ଭ କଲା ଗ୍ରାସରୁଟ୍ ଫୁଟବଲ ବିକାଶ କାର୍ଯ୍ୟକ୍ରମ; ସାଇ ଇଣ୍ଟରନ୍ୟାସନାଲ୍ ହେଲା ପାର୍ଟନର୍

ଭୁବନେଶ୍ୱର: ଓଡ଼ିଶା ଏଫସି ସୋମବାର ଦିନ ଦଳକୁ ମଜବୁତ କରିବା ଲକ୍ଷ୍ୟ ନେଇ ଆରମ୍ଭ କରିଛି ଗ୍ରାସରୁଟ୍ ଲେବଲ୍ କାର୍ଯ୍ୟକ୍ରମ । ରାଜଧାନୀସ୍ଥ୍ିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଅନୁଷ୍ଠିତ ଏକ ଉତ୍ସବରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର୍ ତଥା ଶାସନ ସଚିବ ବିଶାଳ ଦେବ, ଆଇଏସଏଲ୍…

ଜିଓ ପରେ ଅନ୍ୟ କେଉଁସବୁ କମ୍ପାନୀର ସେବା ହେଲା ମହଙ୍ଗା, ଜାଣନ୍ତୁ

ନୂଆଦିଲ୍ଲୀ: କିଛିଦିନ ତଳେ ଟେଲିକମ ସଂସ୍ଥା ଜିଓ ଏହାର ସେବାରେ ହଠାତ ପରିବର୍ତ୍ତନ ଆଣି ଚମକେଇ ଦେଇଥିଲା ଏହାପରେ ଏବେ ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ଟେରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି । ଭୋଡାଫୋନ-ଆଇଡିଆ ଓ  ଏୟାରଟେଲ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ…

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ କମଲ ହାସନ…

ଭୁବନେଶ୍ୱର: ଅଭିନେତାରୁ ରାଜନେତା ପାଲଟିଥିବା ତଥା ମାକାଲ୍ଲ ନିଧି ମାଇୟାମ (ଏମଏନଏମ) ଦଳର ସଭାପତି କମଲ ହାସନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟାରେ ଭେଟିଛନ୍ତି । ପ୍ରଖ୍ୟାତ ତାମିଲ୍ ଅଭିନେତା ଶ୍ରୀ ହାସନ ଆଜି ଭୁବନେଶ୍ୱର ସେଞ୍ଚୁରିୟନ ୟୁନିଭର୍ସିଟି ଅପ…

ବଢୁଛି ସମ୍ପର୍କ ! ସଂସଦରେ ବିଜେଡିକୁ ଖୁବ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ରାଜ୍ୟସଭାରରେ ଶୃଙ୍ଖଳା ରକ୍ଷାକରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ବିଜୁଜନତା ଦଳ ଓ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) କୁ ପ୍ରଶଂସା କରିଛନ୍ତି। ରାଜ୍ୟସଭାର ୨୫୦ତମ ଅଧିବେଶନକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଓଡିଶା ଓ…

କାଠମାଣ୍ଡୁରେ ବ୍ୟାଡ଼ମିଣ୍ଟନ୍ ଡବଲ୍ସ ରୌପ୍ୟ ଜିତିଲେ ଓଡ଼ିଆ ଖେଳାଳି ଋତୁପର୍ଣ୍ଣା ପଣ୍ଡା

ଭୁବନେଶ୍ୱର: ଅନ୍ତର୍ଜାତୀୟ ଓଡ଼ିଆ ବ୍ୟାଡ଼ମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡା କାଠମାଣ୍ଡୁଠାରେ ରୌପ୍ୟ ପଦକ ଜିତିଛନ୍ତି । ଋତୁପର୍ଣ୍ଣା ନେପାଳ ରାଜଧାନୀ କାଠମାଣ୍ଡୁଠାରେ ଅନଷ୍ଠିତ ହୋଇଥିବା ‘ନେପାଳ ଇଣ୍ଟରନ୍ୟାସନାଲ୍ ଚ୍ୟାଲେଞ୍ଜ’ ବ୍ୟାଡ଼ମିଣ୍ଟନ୍ ଚାମ୍ପିୟନସିପର ଡବଲ୍ସ ବିଭାଗରେ ରନର୍ସ ଅପ…

ଦୁବାଇରେ ଚାର୍ଲସ ଆଦାମୁଙ୍କ ସହ ଲଢେଇ ଲଢିବେ ବକ୍ସର୍ ବିଜେନ୍ଦର୍ ସିଂହ !

ଦୁବାଇ: ଭାରତୀୟ ବକ୍ସିଂ ଆଇକନ୍ ତଥା ଡବ୍ଲ୍ୟୁବିଓ ଏସିଆ ପ୍ୟାସିଫିକ୍ ଓ ଓରିଏଣ୍ଟାଲ୍ ସୁପର୍ ମିଡ଼ିଲୱେଟ୍ ଚମ୍ପିଆନ ବିଜେନ୍ଦର ସିଂହ ଦୁବାଇରେ କମନୱେଲଥ ଚମ୍ପିଆନ ଚାର୍ଲସ ଆଦାମୁଙ୍କୁ ଲଢେଇରେ ଭେଟିବେ । ଆସନ୍ତା ନଭେମ୍ବର ୨୨ ତାରିଖରେ ଦୁବାଇଠାରେ ଘାନାର ଚମ୍ପିଆନ ବକ୍ସର୍ ଆଦାମୁଙ୍କ ସହିତ…

ଆଜି ସନ୍ଧ୍ୟାରେ ନବୀନଙ୍କୁ ଭେଟିବେ କମଲ ହସନ

ଭୁବନେଶ୍ୱର: ନିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସକ କହୁଥିବା ଅଭିନେତା ତଥା ନେତା କମଲ ହସନ ସୋମବାର ସନ୍ଧ୍ୟାରେ ନବୀନ ନିବସଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂତ୍ରରୁ ପ୍ରକାଶ । ମକ୍କଲ ନିଡି ମଲ୍ଲମ (ଏମଏନଏମ)ର ସଂସ୍ଥାପକ ତଥା ସଭାପତିଙ୍କୁ କମଲ…

ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଗୃହରେ କଂଗ୍ରେସର ଦାବି

ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ପାଇଁ ନୂତନ ଆଇନ ପ୍ରଣୟନ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୋମବାର ଦିନ ବିଧାନସଭାରେ ଅପିଲ କରିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଯେ,ସାମ୍ବାଦିକ ମାନେ କର୍ତ୍ତବ୍ୟରତ ଅବସ୍ଥାରେ ଆସାଧୁ ବ୍ୟକ୍ତି ତଥା ଜନପ୍ରତିନିଧିଙ୍କ ଆକ୍ରୋଶର…

ଦେଖନ୍ତୁ: ବାଲିଯାତ୍ରାରେ ଓଡିଆ ପାରମ୍ପରିକ ଖାଦ୍ୟର ପସରା..

କଟକ: ଓଡ଼ିଶାର ଶହଶହ ବର୍ଷ ପୁରୁଣା ସଂସ୍କୃତି ଓ ଇତିହାସକୁ ଉଜ୍ଜୀବିତ କରି ରଖିବା ପାଇଁ ବଡ଼ ଯାକଜକମରେ ପାଳନ ହେଉଛି କଟକର ଐତିହାସିକ ବାଲିଯାତ୍ରା। ଖାଲି ଓଡ଼ିଆ ସଂସ୍କୃତି ନୁହେଁ, ଏହି ଭବ୍ୟ ବଲିଯାତ୍ରା ଓଡ଼ିଶାର ପରମ୍ପରିକ ଖାଦ୍ୟ ସମୂହକୁ ମଧ୍ୟ ନିଜ ଭିତରେ ସ୍ଥାନ ଦେଇଛି। ଆଜିର ସହରି…

ରତ୍ନ ଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତିର ମୂଲ୍ୟାଙ୍କନ ନିମନ୍ତେ ସୁପ୍ରିମୋକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି, ଶ୍ରୀ ମନ୍ଦିର ପରିଚାଳନା କମିଟି ରତ୍ନ ଭଣ୍ଡାରକୁ ଖୋଲିବାକୁ ସୋମବାର ଦିନ ନିଷ୍ପତ୍ତି ନେଇଥିବା କହିଛନ୍ତି ଶ୍ରୀମନ୍ଦିରର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ।…