ସେଞ୍ଚୁରିଆନ ୟୁନିଭର୍ସିଟିରେ ‘ସମ୍ମାନଜନକ ଡକ୍ଟରେଟ ଉପାଧି’ କମଲ ହାସନ୍ଙ୍କୁ ପ୍ରଦାନ କଲେ…
ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା ଅଭିନେତାରୁ ରାଜନେତା ପାଲଟି ଥିବା କମଲ ହାସନଙ୍କୁ ସେଂଞ୍ଚୁ ରିଆନ ୟୁନିଭରସିତିରେ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଖ୍ୟାତ ଚଳଚ୍ଚିତ୍ର ତାରକା କମଲ…