ଚୋରି କରିବା ପରେ ବ୍ୟାଗରେ ଥିବା ସାର୍ଟିଫିକେଟକୁ ଫେରାଇଲା ଚୋର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଜଣେ ଚୋର ଚୋରି କରିଥିବା ବ୍ୟାଗରେ ଥିବା ସମସ୍ତ ଜିନିଷକୁ ରଖି ଫେରାଇଦେଇଛି ସାର୍ଟିଫିକେଟ ।
ପ୍ରାପ୍ତ ସୂଚନ ଅନୁଯାୟୀ, ଅକ୍ଟୋବର ୮ ତାରିଖରେ ଜଣେ ଚୋର ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରୁ ଏକ ବ୍ୟାଗ ଚୋରି…