ଜାଣନ୍ତୁ କାରଣ: ଗୁଗୁଲରେ ‘ଭିକାରୀ’ ସର୍ଚ୍ଚ କଲେ ଆସୁଛି ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଫଟୋ !
ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଭାରତ ପ୍ରତି ହୋଇ ପଡ଼ିଛି ରକ୍ତମୁହାଁ । ଦାଣ୍ଡର ଭିକାରୀ ପରି ବିଶ୍ୱ ସମୁଦାୟରେ କାଶ୍ମୀର ପ୍ରସଙ୍ଗକୁ ନେଇ ସମର୍ଥନ ଲୋଡ଼ିବାରେ ଲାଗିଛି । ଚୀନ ନେତୃତ୍ୱରେ ୯ଟି ରାଷ୍ଟ୍ରଙ୍କ ସମର୍ଥନ ମଧ୍ୟ ଜୁଟାଇ ପାରିଲେନି ପାକ୍…