ଏସପି ସୌମ୍ୟା ମିଶ୍ରଙ୍କ ବିରୋଧରେ ମାମଲା: ମାଡ଼ମାରି ଗର୍ଭନଷ୍ଟ କରିବା ଅଭିଯୋଗ ଆଣିଲେ ମହିଳା
ରାଉରକେଲା: ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କ ବିରୋଧରେ ଜଣେ ମହିଳାଙ୍କ ଗର୍ଭନଷ୍ଟ କରିଦେଇଥିବା ଅଭିଯୋଗରେ ଥାନାରେ ପୋଲିସ ଏକ ମାମଲା ରୁଜୁ କରିଛି ।
“ସୁନ୍ଦରଗଡ଼ ସବ୍ ଡ଼ିଭିଜନାଲ୍ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟଙ୍କ (ଏସଡ଼ିଜେଏମ) ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଏସପି…