Latest Odisha News

BREAKING NEWS

ଘରେ ପ୍ରସ୍ତୁତ କରନ୍ତୁ: ସ୍ୱାଦିଷ୍ଟ ପନିର୍ ଇଡ଼ଲି…

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପନିର ଇଟିଲି, ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ: ସୁଜି – ୨କପ ବେସନ – ୧କପ ଦହି – ୧କପ ଲୁଣ – ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ – ଅଳ୍ପ ପନିର – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ କଟା…

ସାମ୍ନାକୁ ଆସିଲା ‘ଭୁଲ୍ ଭୁଲୈୟା-୨’ ରେ କାର୍ତ୍ତିକଙ୍କ ପ୍ରଥମ ଲୁକ୍

ମୁମ୍ବାଇ: କାର୍ତ୍ତିକ ଆରିୟନଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁଲ୍ ଭୁଲୈୟା-୨’ର ପ୍ରଥମ ଲୁକ୍‍ ସାମ୍ନାକୁ ଆସିଛି । ଏହାର ପ୍ରଥମ ଭାଗ ‘ଭୁଲ-ଭୁଲୈୟା’ରେ ଅକ୍ଷୟ କୁମାରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା । ଏହା ତାର ସିକ୍ୱେଲ । ଦୀର୍ଘଦିନ ଧରି ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଚାଲିଥିବା…

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ୧ ଲକ୍ଷ କୋଟି ଟପିଲା ଜମା ରାଶି

ନୂଆଦିଲ୍ଲୀ: ଭାରତ ସରକାର ୫ବର୍ଷ ପୂର୍ବେ ସମାଜର ଗରିବ ଶ୍ରେଣୀଙ୍କ ନିକଟରେ ବ୍ୟାଙ୍କକୁ ପହଞ୍ଚାଇବା ଲାଗି ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା । ଏବେ ଏହି ଯୋଜନା ଅଧୀନରେ ଖୋଲା ଯାଇଥିବା ଆକାଉଣ୍ଟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଜମା ହୋଇସାରିଥିବା ଆରଟିଆଇ ତଥ୍ୟରୁ ପ୍ରକାଶ ।…

ମୁହଁରୁ ଦୂର ହୋଇଯିବ ସବୁ ଦାଗ, ଜାଣନ୍ତୁ କେମିତି !

ଭୁବନେଶ୍ୱର: ପୁଦିନା ସୌନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ ହୋଇଥାଏ। ପୁଦିନାରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ କାରଣରୁ ଏହା ତ୍ୱଚାରେ ଥିବା ଦାଗ ଦୂର କରିବାରେ ରାମବାଣ ସଦୃଶ କାମକରିଥାଏ। ସ୍କିନ୍‌ ନ୍ୟୁଟ୍ରିଶନ ପାଇଁ: ପୁଦିନା ତ୍ୱଚାକୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରେ। ପୁଦିନା ପତ୍ରର…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ସୋମବାର ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ…

ବାଟରେ ଯାଉଥିବା ବେଳେ ଟଙ୍କା ପଡ଼ିଥିବାର ଦେଖିଲେ କ’ଣ କରିବେ !

ଭୁବନେଶ୍ୱର: ରାସ୍ତାରେ ଗଲାବେଳେ ବେଳେବେଳେ ଟଙ୍କା ପଡିଥିବାର ନଜରକୁ ଆସିଥାଏ । କିଛି ଲୋକ ଏହାକୁ ଉଠାଇ ନିଜେ ରଖିଦେଉଥିବା ବେଳେ, ଆଉ କୁଛି ଏହାକୁ ମନ୍ଦିର କିମ୍ବା ଭିକାରିଙ୍କୁ ଦାନ କରିଦେଇଥାନ୍ତି । ତେବେ ଏହା ପଛରେ କଣ ରହିଛି ସଂଙ୍କେତ ଆସନ୍ତୁ ଜାଣିବା... -ରାସ୍ତାରୁ ନୋଟ୍‌ ମିଳିବା…

ଏହି ସବୁ ବଲିଉଡ୍ ତାରକାଙ୍କ ପାଖରେ ନାହିଁ ଭାରତୀୟ ନାଗରିକତ୍ଵ…

ମୁମ୍ବାଇ: ଜାଣନ୍ତୁ କିଛି ବଲିଉଡର ଆଗଧାଡ଼ିର କଳାକାରଙ୍କ ସମ୍ପର୍କରେ, ଯାହାଙ୍କ ପାଖରେ ନାହିଁ ଭାରତର ନାଗରିକତା... ୧. ଆଲିଆ ଭଟ୍ଟ- ସୁନ୍ଦରୀ ଆଲିଆ ଭଟ୍ଟ । ଯାହାଙ୍କ ସୁନ୍ଦରତାରେ ଫିଦା ଆଜିର ଯୁବ ପିଢି। ଅନେକ ଲୋକ ଭାବୁଥିବା ଆଲିଆ ଭଟ୍ଟ ଜଣେ ଇଣ୍ଡିଆନ। କିନ୍ତୁ ସେ ନୁହେଁ । ଆଲିଆଙ୍କ…

‘ପିଓକେ’ ହାସଲ ଲକ୍ଷ୍ୟରେ ଭାରତ: ଜାଣନ୍ତୁ କାଶ୍ମୀରର କାହାଣୀ

ନୂଆଦିଲ୍ଲୀ: କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କିଛି ଲୋକ ଏହାର ସମର୍ଥନ କରୁଥିବା ବେଳେ କିଛି ଏହାକୁ ବିରୋଧ କରୁଛନ୍ତି । ତେବେ କଥା ଉଠୁଛି ଭାରତ ଅଧୀନରେ ଥିବା କାଶ୍ମୀରର ସ୍ୱାଧୀନତା ପାଇଁ ଏତେ ନାରାବାଜି କାହିଁକି? କାହିଁକି କେବେ ପାକିସ୍ତାନ ଅଧୀକୃତ କାଶ୍ମୀରର (ପିଓକେ) ସ୍ଵାଧୀନତା…

ଯାଜପୁରରେ ଧରାପଡ଼ିଲା ସେକ୍ସ ର‌୍ୟାକେଟ୍

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ଜାରକାରୁ ପୋଲିସ ଏକ ସେକ୍ସ ର‌୍ୟାକେଟକୁ ଠାବ କରି ଏଥିରେ ସଂପୃକ୍ତ ଥିବା ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୨ଜଣ ଦଲାଲ୍ ରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ, ସହରରେ ଜଣେ ମହିଳା ଏହି ଯୌନ…

ମଦ ନେଲା ମୂଲ୍ୟବାନ ଜୀବନ: ଛାତରୁ ଠେଲିଦେଲେ ଦୁଇ ବନ୍ଧୁ

ଝାରସୁଗୁଡ଼ା: ମଦରେ ନିଶାରେ ମାତାଲ ହୋଇ ଦୁଇ ସାଙ୍ଗ ତାଙ୍କର ଅତିପ୍ରିୟ ବନ୍ଧୁଙ୍କୁ ଛାତରୁ ଠେଲିଦେବା ଫଳରେ ଜଣେ ଯୁବକଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଏହି ଅଭାବନୀୟ ଘଟଣା ଘଟିଯାଇଛି ରବିବାର ରାତିରେ ଝାରସୁଗୁଡ଼ା ଦୁର୍ଲଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ । ମୃତକ ଯୁବକ ଜଣକ ହେଲେ ତପନ…