Latest Odisha News

BREAKING NEWS

ଅନେକ ରୋଗରୁ ଉପଶମ ଦିଏ ଲବଙ୍ଗ

ଲବଙ୍ଗରେ ବହୁ ଉପକାରିତା ଗୁଣ ରହିଥାଏ, ଯହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଜାଣନ୍ତୁ ଏହାର ଉପକାରିତା ବିଷୟରେ... ୧.ଏକ କପ୍‍ ପାଣିରେ ୫ଟି ଲବଙ୍ଗ ଓ ସେଥିରେ ଚିନି ମିଶାଇ ସକାଳ ଏବଂ ସଂଧ୍ୟା ବେଳେ ପିଇଲେ ମୁଣ୍ଡ ବିନ୍ଧା ଦୂର ହୋଇଥାଏ। ୨. ଲବଙ୍ଗ ଓ ରସୁଣ କୋଲା କୁ ନେଇ ଏକ ପେଷ୍ଟ…

ବୁଲି ଯାଆନ୍ତୁ, ପ୍ରାକୃତିକ ନୈସର୍ଗିକତାରେ ଭରା କୁଲ୍ଲୁ-ମନାଲି

ଆପଣ ବହୁତ ସ୍ଥାନ ପରିଭ୍ରମଣ କରିଥିବେ । କିନ୍ତୁ ଥରେ କୁଲ୍ଲୁ-ମନାଲିରେ ପାଦ ପଡିଲେ, ଆଉ ସେଠାରୁ ଫେରିବାକୁ ମନ ଚାହିଁବନି । ଭାରତର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମଧ୍ୟରେ କୁଲ୍ଲୁ-ମନାଲି ହେଉଛି ଅନ୍ୟତମ। ହିମାଚଳ ପ୍ରଦେଶରେ ଅବସ୍ଥିତ ଏହି ସ୍ଥାନଟି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କହିଲେ…

ପୂର୍ବରୁ ‘କମଳା’ର ରଙ୍ଗ ଥିଲା ସବୁଜ !

କମଳା ଏକ ଲୋଭନିୟ ଫଳ । ଏହାକୁ ଦେଖିଦେଲେ ପାଟିରୁ ଲାଳ ବୋହିଆସିଥାଏ । ପୂର୍ବରୁ ଏହା କେବଳ ଶୀତଦିନେ ମିଳୁଥିଲା । କିନ୍ତୁ ଏବେ ଏହା ପ୍ରାୟତଃ ସବୁ ସମୟରେ ବଜାରରେ ମିଳୁଛି । ଆଜକୁ ପ୍ରାୟ ୪ହଜାର ବର୍ଷ ପୂର୍ବେ ସାଉଥ ଇଷ୍ଟ ଏସିଆରେ ପ୍ରଥମଥର ପାଇଁ ଏହାକୁ ଚାଷ କରାଯାଇଥିଲା । ପରେ ଏହା…

ଗ୍ରାହକଙ୍କୁ ଝଟକା: ଗୋଟିଏ ଦିନରେ ରୁପା ବଢ଼ିଲା ୨୦୦୦ ଟଙ୍କା

ନୂଆଦିଲ୍ଲୀ: ସୁନା ପରେ ଏବେ ରୁପାର ଦର ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି । ମୁମ୍ବାଇ ବଜାରରେ ବୁଧବାର ରୁପାର ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି ପାଇଛି। ଯାହାଫଳରେ ବର୍ତ୍ତମାନ ରୁପା ମୂଲ୍ୟ ପ୍ରତି କେଜି ୪୫ ହଜାର ଟଙ୍କାର ସର୍ବୋଚ୍ଚ ସ୍ତର ଛୁଇଁଛି । ତେବେ ବୁଧବାର ସୁନା ମୂଲ୍ୟ ୧୦୦…

ସାଇମା

ସାଇମା ସଂଘମିତ୍ରା ରଥ ପାହାଡ଼ ତଳର ଗୋଟେ ଗାଁ ! ନୂଆନୂଆ ନିଶ ଉଠୁଥିବା ନାଦିରର କାମ ଥିଲା ଘୋଡ଼ାରେ ପର୍ଯ୍ୟଟକଙ୍କୁ ନେଇ ପାହାଡ଼ ଉପରେ ବୁଲାଇବା । ବିଭିନ୍ନ ଉପତ୍ୟକା, ଜଳପ୍ରପାତ, ହ୍ରଦ ଆଦି ଦେଖେଇ ପର୍ଯ୍ୟଟକଙ୍କୁ ସନ୍ତୁଷ୍ଟ କରିବା । ଏଇ ଛୋଟିଆ ପାହାଡ଼ିଆ ପର୍ଯ୍ୟଟନସ୍ଥଳୀରେ ବର୍ଷସାରା…

ସଲମାନଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ୭ ଜଣ ମହିଳା

ମୁମ୍ବାଇ: ବଲିଉଡର ଭାଇଜାନ ସୁପରଷ୍ଟାର ସଲମାନ ଖାନ । ଦ ମୋଷ୍ଟ ଇଲିଜିବୁଲ ବ୍ୟାଚଲର ସଲୁଙ୍କ ବୟସ ୫୦ରୁ ଉର୍ଦ୍ଧ ହୋଇଯାଇଥିଲେ ମଧ୍ୟ ଆଜିବି ତାଙ୍କ ପାଖକୁ ଛୁଟୁଛି ବିବାହ ପ୍ରସ୍ଥାବର ସୁଅ । ହେଲେ ଆପଣ ଜାଣନ୍ତି କି ସଲୁଙ୍କ ପାଖକୁ ବିବାହ ପ୍ରସ୍ତାବ ପଠାଇଥିଲେ ଏହି ୭ ଜଣ ମହିଳା, ଯାହାଙ୍କୁ…

ନନ୍ଦନକାନନରେ ନୀଳଗିରି ଲାଙ୍ଗୁର ଶାବକର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୁଇ ଦିନ ପୂର୍ବରୁ ଏକ ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ ହେବାପରେ ବୁଧବାର ଦିନ ଗୋଟିଏ ଛୋଟ ଲାଙ୍ଗୁର ଶାବକର ମଧ୍ୟ ମୃତ୍ୟୁ ହୋଇଛି । ତେବେ ଏଯାବତ୍ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ଚଳିତ ମେ’ ମାସ ୩୧ ତାରିଖରେ ଏହି ଲାଙ୍ଗୁର ଶାବକର…

ସ୍ୱାଧୀନତା ଦିବସରେ ୩୯ଜଣ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସରେ ରାଜ୍ୟର ୩୯ଜଣ କୃତୀ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରିବେ । ନିମ୍ନଲିଖିତ ପୋଲିସ କର୍ମଚାରୀ ମାନଙ୍କୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସ୍ୱାଧୀନତା ଦିବସ ଦିନ ୧୧ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ସମ୍ମାନିତ…

ଦୂତୀଙ୍କୁ ମିଳିଲାନି ଭିସା, ସ୍ୱପ୍ନରେ ରହିଗଲା ‘ୟୁରୋପୀୟାନ ରେସ୍’ପଦକ ଆଶା !

ଭୁବନେଶ୍ୱର: ବାଷ୍ପରୁଦ୍ଧ ହୋଇଯାଉଛି ଭାରତର ଦ୍ରୁତତମ ଧାବିକା ତଥା ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦଙ୍କ କଣ୍ଠ । ସମ୍ମାନଜନକ ୟୁରୋପୀୟାନ୍ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଦୂତିଙ୍କୁ ମିଳିଲାନି ଭିସା । ପୂର୍ବରୁ ଦୂତିଙ୍କୁ ଆଇଏଏଏଫ ପ୍ରତିଯୋଗିତା ଲାଗି ଭିସା ମିଳିବା ନେଇ ବିଭିନ୍ନ…

ଉଚ୍ଛେଦ ହେଲା ‘ଗାର୍ଡ ଅଫ୍ ଅନର’ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ‘ଗାର୍ଡ ଅଫ୍ ଅନର’/ ହାଉସ ଗାର୍ଡ ବ୍ୟବସ୍ଥା ଉଚ୍ଛେଦ କରିବା ଳାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଏଥର କେବଳ ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ ଅବସରରେ ନିମନ୍ତ୍ରିତ…