ହାଇକୋର୍ଟଙ୍କ ଆଦେଶ ଅମାନ୍ୟକରି ନିଲମ୍ବିତ ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ
ଝାରସୁଗୁଡ଼ା: ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉଲଙ୍ଘନ କରିବା ଅଭିଯୋଗରେ ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ନିଲମ୍ବିତ ହୋଇଛନ୍ତି ।
ହାଇକୋର୍ଟଙ୍କ ନିଲମ୍ବନ ଆଦେଶ ପରେ ରାଜ୍ୟ ସରକାର ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ପ୍ରଦୀପ ସାହୁଙ୍କୁ କାର୍ଯ୍ୟଭାର…