ଛତିଶଗଡରେ ଏନକାଉଣ୍ଟର, ୨ ନକ୍ସଲ ନିହତ
ରାୟପୁର: ଛତିଶଗଡ଼ ଜିଲ୍ଲାର କାଙ୍କେର ସ୍ଥିତ ତାଡକୋଇ ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହେବାଫଳରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଜି କାଙ୍କେର ସ୍ଥିତ ତାଡକୋଇ ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ…