ବାଇକ ଦୁର୍ଘଟଣା ପରେ ବିସ୍ଫୋରଣ ହେଲା ବୋମା: ଜଣେ ମୃତ, ଜଣେ ଗୁରୁତର
ଭୁବନେଶ୍ୱର: ବାଇକ ଦୁର୍ଘଟଣା ହେବା ପରେ ବିସ୍ଫୋରଣ ହେଲା ବୋମା। ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଷଢେଇଗଡ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ଷଢେଇଗଡ ଗ୍ରାମର ନିରାକାର ସିଂ।
ସୂଚନା ମୁତାବକ, ରବିବାର…