Latest Odisha News

BREAKING NEWS

ହଜିବ ଶତ୍ରୁର ନିଦ; ୩ ବିଧ୍ବଂସକ ଯୁଦ୍ଧ ଜାହାଜ ସହ ଆହୁରି ବଳବାନ ହେଲା ନୌସେନା

ମୁମ୍ବାଇ: ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ଭାରତୀୟ ନୌସେନାକୁ ମିଳିଲା ୩ ବିଧ୍ବଂସକ ଯୁଦ୍ଧପୋତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମହାରାଷ୍ଟ୍ର ଗସ୍ତ କରି ୩ ଯୁଦ୍ଧପୋତ ଆଇଏନଏସ ସୁରତ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।…

ଝଟକୁଛି କଂଗ୍ରେସର ନୂଆ ମୁଖ୍ୟାଳୟ, ଉଦଘାଟନ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ଦିଲ୍ଲୀରେ ଉଦଘାଟନ ହେଲା କଂଗ୍ରେସର ନୂଆ ମୁଖ୍ୟାଳୟ। ଦୀର୍ଘ 50 ବର୍ଷ ଧରି 24 ଆକବର ରୋଡରେ ରହିଥିଲା ପୁରୁଣା ମୁଖ୍ୟାଳୟ। ଏବେ ନୂଆ ମୁଖ୍ୟାଳୟ 9ଏ କୋଟଲା ମାର୍ଗରେ ନିର୍ମାଣ ହୋଇଛି। ନୂଆ ମୁଖ୍ୟାଳୟକୁ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷ…

କଂଗ୍ରେସଠୁ ଦୂରେଇଗଲେ କହ୍ନେୟା ? ଦିଲ୍ଲୀ ନିର୍ବାଚନରେ ମିଳୁନି ଦେଖା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଏଥର ଯେତେ ରୋଚକ ହେଉଛି ସେତିକି କୌତୁହଳ ମଧ୍ୟ କରାଉଛି। ଗୋଟିଏ ସମୟରେ ଏକାଠି ନିର୍ବାଚନ ଲଢ଼ୁଥିବା ଆପ୍ ଓ କଂଗ୍ରେସ ଏ ନିର୍ବାଚନରେ କିନ୍ତୁ ମୁହାଁମୁହିଁ ହେଉଛନ୍ତି। ସେହିଭଳି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରୁଛନ୍ତି କେଜ୍ରିୱାଲ ହେଲେ ଜବାବ…

୩ ଦିନ ହେଲା ଖାଡା ଉପାସ ଶ୍ରୀଲିଙ୍ଗରାଜ: ମନ୍ତ୍ରୀ କହିଲେ ‘ଦୁର୍ଭାଗ୍ୟଜନକ, କଡା କାର୍ଯ୍ୟନୁଷ୍ଠାନ ହେବ’

ଭୁବନେଶ୍ବର: ସବୁ ସୀମା ଟପିଗଲେଣି ମହାପ୍ରଭୁ ଲିଙ୍ଗରାଜଙ୍କ ସେବାୟତ । ପରସ୍ପର ଭିତରର ବିବାଦ ପାଇଁ ୩ ଦିନ ହେଲାଣି ଖାଡା ଉପାସରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ରଖିଛନ୍ତି । ନା ନୀତିକାନ୍ତି କରୁଛନ୍ତି ନା ଭୋଗ ଲଗାଉଛନ୍ତି । ସେବାୟତଙ୍କ ଭିତରେ ବିବାଦ ଏବଂ କଳି ଯୋଗୁଁ ଉପବାସରେ ପ୍ରଭୁ…

କେଜ୍ରିୱାଲଙ୍କ ବିରୋଧରେ ରୁଜୁ ହେବ ମାମଲା, ଇଡିକୁ ଅନୁମତି ଦେଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଦ ଦୁର୍ନୀତି ମାମଲା ସହିତ ଜଡିତ କଥିତ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଇଡିକୁ ଅନୁମତି ଦେଇଛି। ଏହି ଅନୁମତି ଗୁରୁତ୍ୱପୂର୍ଣ୍ଣ କାରଣ ଅରବିନ୍ଦ କେଜ୍ରିୱାଲ ଏହାର ଅନୁପସ୍ଥିତି…

ଭାରତର ଏହି ରାଜ୍ୟରେ ବ୍ୟାପିଲାଣି ରହସ୍ୟମୟ ରୋଗ, ଗଲାଣି ୧୪ ଜଣଙ୍କ ଜୀବନ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାର ଏକ ଛୋଟ ଗାଁ ବଡଧାଲରେ ଗତ ଗୋଟିଏ ମାସରେ ଏକ ରହସ୍ୟମୟ ରୋଗ ବ୍ୟାପିଲାଣି। ଏହି ରୋଗ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଥିରେ ଜଣେ ଛଅ ବର୍ଷର ଝିଅ ମଧ୍ୟ ସାମିଲ ଅଛି। ଏହି ଘଟଣା ଯୋଗୁଁ ଗାଁରେ ଭୟ ଏବଂ ଦ୍ୱନ୍ଦ୍ୱର ପରିବେଶ ସୃଷ୍ଟି ହୋଇଛି।…

୨ଟି ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ବୌଦ୍ଧ: ଆଜି ଗୋଟିଏ ଦିନରେ ଦୁଇଟି ଏଟିଏମ୍ ରେ ସିରିଜ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ବୌଦ୍ଧ ଥାନା ବଢିଗାଁ ଏବଂ ବୀରନରସିଂହପୁର ଏସବିଆଇ ଏଟିଏମରୁ ସିରିଜ୍ ଲୁଟ୍ ହୋଇଛି । କିଛି ଦୁର୍ବୃତ୍ତ ଏଟିଏମ୍‌ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଲୁଟ୍ କରିବା ପରେ ଦୁର୍ବୃତ୍ତ…

୧୧ ବର୍ଷ ପରେ ଆଶାରାମ ବାପୁଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଯୋଧପୁର: ଆଶାରାମ ବାପୁଙ୍କୁ ମିଳିଲା ଜାମିନ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ଏବେ ଆଶାରାମ ୧୧ ବର୍ଷ ପରେ ଯୋଧପୁର ସେଣ୍ଟ୍ରାଲ ଜେଲ୍ ରୁ ମୁକ୍ତ ହେବେ । ୨୦୧୩ରେ ରାଜସ୍ଥାନର ଯୋଧପୁରରେ ଜଣେ ନାବାଳିକାଙ୍କ ସହ ବଳାତ୍କାର ମାମଲାରେ…

୧୭ରୁ ପୁଣି ଥରାଇବ ଶୀତ, ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଆଜି ଅର୍ଥାତ ବୁଧବାର ପାଇଁ କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକରେ ଘନ କୁହୁଡ଼ି ସମ୍ଭାବନା ରହିଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦୁଝର,…

ହୋଇପାରୁନି ସମାଧାନ; ତୃତୀୟ ଦିନରେ ବି ଅଖିଆ ଅପିଆ ପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ବର: ଆଜି ତୃତୀୟ ଦିନରେ ବି ଉପବାସରେ ରହିଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ । ସୋମବାର ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ହୋଇପାରୁନି ନୀତିକାନ୍ତି । ବଡୁ ସେବାୟତ ଏବଂ ବ୍ରାହ୍ମଣ ନିଯୋଗ ବିବାଦ କାରଣରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଟ୍ରଷ୍ଟ ବୋର୍ଡ ବୈଠକ ଡାକି ସ୍ଥାୟୀ…