Latest Odisha News

BREAKING NEWS

ବ୍ୟକ୍ତିଙ୍କ ଉପରେ ଚଢିଗଲା ୩ଟି ଟ୍ରକ୍

ଭୁବନେଶ୍ୱର: ଜଣେ ବ୍ୟକ୍ତିଙ୍କ ଉପରେ ତିନୋଟି ଟ୍ରକ ଚଢିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱରରୁ । ଖବର ପାଇ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଖବର ମୁାତବକ,…

ଋଷିକୂଲ୍ୟା ବେଳାଭୂମିରେ ଅଲିଭରିଡେଲଙ୍କ ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି ବିରଳ ପ୍ରଜାତିର ଅଲିଭରିଡେଲ କଇଁଛ । ଗତ ୩ରୁ ୪ ଦିନ ହେବ ଜାରି ରହିଥିବା ଏହି ଗଣଅଣ୍ଡାଦାନ ପ୍ରକ୍ରିୟାରେ ବର୍ତ୍ତମାନ ୬ ଲକ୍ଷ ୪୧ ହଜାର ଅଲିଭରିଡ୍‌ଲେ ଅଣ୍ଡାଦାନ କରିସାରିଛନ୍ତି । ଏହା ଅତୀତରେ…

ରୂପା ଗ୍ଲାସ ପାଣିର ଚମତ୍କାର ଗୁଣ

ଭୁବନେଶ୍ବର: ଭାରତୀୟମାନେ ପୂର୍ବ କାଳରେ ରୂପା ଗ୍ଲାସରେ ପାଣି ପିଉଥିଲେ । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି! ରୂପା ଗ୍ଲାସରେ ପାଣି କାହିଁକି ପିଆଯାଏ ? ଏହି ଧାତୁ ଆପଣଙ୍କ ଶରୀର ଉପରେ କି ପ୍ରଭାବ ପକାଇପାରେ? ତେବେ ଜାଣି ରଖନ୍ତୁ ଆୟୁର୍ବେଦ ଅନୁସାରେ, ରୂପା ଗ୍ଲାସରେ ପାଣି ପିଇବାର…

ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୁତ୍ତ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଫାଶୀ ଗାଁରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଫାର୍ମ ହାଉସ ମାଲିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗୋବିନ୍ଦ ନାୟକ । ସେ ଶୋଇଥିବା ସମୟରେ କେହି ଦୁର୍ବୁତ୍ତ ତାଙ୍କୁ ଗୁଳି ମାଡ କରି ଘଟଣାସ୍ଥଳରୁ…

ଗ୍ରୀଷ୍ମକାଳରେ ତ୍ୱଚାର ଯତ୍ନ ..

ଭୁବନେଶ୍ବର: ଫେବୃଆରୀ ମାସରୁ ଖରାର ତାପମାତ୍ରା ବୃଦ୍ଧି ପାଇଛି । ପାଣିପାଗ ବିଭାଗ ଆଶଙ୍କା କରିଛି ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଉତ୍ତାପ ଆଗକୁ ଆହୁରି ବୃଦ୍ଧି ପାଇବ । ଜାଣି ରଖନ୍ତୁ ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ ଅଟେ । ତେଣୁ ଖରାଦିନେ ତ୍ବଚାର ଯତ୍ନ ନେବା ବେଶ୍ ଜରୁରୀ । ଆସନ୍ତୁ…

କାହିଁକି ମନଇଚ୍ଛା ନୋଟ୍ ଛାପି ପାରନ୍ତିନି ସରକାର? ଏପରି କଲେ କ’ଣ ହେବ ସମସ୍ୟା..

ନୂଆଦିଲ୍ଲୀ: ପିଲାଦିନେ, ଆପଣ ନିଶ୍ଚୟ ଆପଣଙ୍କ ସାଙ୍ଗମାନଙ୍କୁ କହୁଥିବା ଶୁଣିଥିବ ଯେ ଯଦି ସେମାନଙ୍କର ନୋଟ୍ ପ୍ରିଣ୍ଟିଂ ମେସିନ୍ ଥାଆନ୍ତା ତେବେ କେତେ ଭଲ ହୁଅନ୍ତା । ଆପଣଙ୍କ ମନରେ କେବେ ଏହି ପ୍ରଶ୍ନ ଆସିଛି କି ସରକାର ଏତେ ନୋଟ୍ କାହିଁକି ଛାପୁ ନାହାନ୍ତି ଯାହା ଦ୍ୱାରା ଦେଶରୁ ଦାରିଦ୍ର୍ୟ…

ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨ଦିନ ଯାଏଁ ରାଜ୍ୟରେ ବର୍ଷିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୨୪ ଘଣ୍ଟାରେ ୭ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ଆଜି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝରରେ…

କଣ୍ଟାକ୍ଟ ଲେନ୍ସ ବ୍ୟବହାର ବେଳେ କରନ୍ତୁନି ଏହି ଭୁଲ ..

ଭୁବନେଶ୍ବର: ଆଜିକାଲି କଣ୍ଟାକ୍ଟ ଲେନ୍ସ ଫ୍ୟାସନ ଭାବେ ଅଧିକ ବ୍ୟବହାର କରାଯାଉଛି । ଆଖିର ରଙ୍ଗ ବଦଳାଇ ଆକର୍ଷକ ଦିଶିବାକୁ ମହିଳା, ପୁରୁଷ ଉଭୟ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି । ତେବେ ଏହାକୁ ବ୍ୟବହାର କରିବା ବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍ । କାରଣ ଲେନ୍ସ ବ୍ୟବହାର ବେଳେ…

ନ୍ୟାସନାଲ ଗେମ୍ସର ଓଡ଼ିଶାର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା; ସ୍ବର୍ଣ୍ଣ ପଦକଧାରୀଙ୍କୁ ୬ ଲକ୍ଷ ରାଶି ପ୍ରଦାନ

ଭୁବନେଶ୍ୱର: ୩୮ତମ ନ୍ୟାସନାଲ ଗେମ୍ସରେ ବିଜୟ ହାସଲ କରିଥିବା ଓଡ଼ିଶାର ସମସ୍ତ ପଦକ ବିଜେତାମାନଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ଠାରେ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ। ଏଥିରେ…

ଏଣିକି ବିଧାନସଭାରେ ମିଳିବନି ‘ନମାଜ ବିରତି’

ଦିସପୁର: ଆସାମର ହିମନ୍ତ ସରକାର ବିଧାନସଭାରେ ପ୍ରଚଳିତ ଥିବା ଦଶନ୍ଧି ପୁରୁଣା 'ନମାଜ ବିରତି'କୁ ପରିବର୍ତ୍ତନ କରିଦେଇଛନ୍ତି। ତେବେ ଏହି ନିଷ୍ପତ୍ତି ଗତ ବର୍ଷ ଅଗଷ୍ଟରୁ ହୋଇଥିଲା ବେଳେ ଏହାକୁ ଚଳିତ ବଜେଟ ଅଧିବେଶନରେ କାର୍ଯ୍ୟକାରୀ କରାଯାଇଛି। ବର୍ତ୍ତମାନ ଏହି ନିଷ୍ପତ୍ତିକୁ ବ୍ୟାପକ ବିରୋଧ…