‘ଆମ ଓଡିଶା ନବୀନ ଓଡିଶା’ ଅଧିନରେ ହାତ ମରା ହୋଇନି ୨୫ ପ୍ରକଳ୍ପ
ଭୁବନେଶ୍ବର: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଅଧୀନରେ ପ୍ରାୟ ୨୫,୦୦୦ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଆଜି ଗୃହରେ ପୂର୍ବ ସରକାରଙ୍କ ବହୁ ପରିଚିତ ଯୋଜନା ନେଇ କିଛି ଏପରି ଖୁଲାସା କରିଛନ୍ତି, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ।
ବିଧାୟକ…