ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଇଣ୍ଡିଆ ଏ ଦଳରୁ ବାଦ ପଡ଼ିଲେ ଋଷଭ ପନ୍ତ
ନୂଆଦିଲ୍ଲୀ: ଷ୍ଟାର୍ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ନ୍ୟୁଜିଲାଣ୍ଡ ଏ ବିପକ୍ଷ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍ରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଇଣ୍ଡିଆ ଏ ଦଳରେ କୁମାର କୁଶାଗ୍ରଙ୍କୁ ସାମିଲ କରାଯାଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ନ୍ୟୁଜିଲାଣ୍ଡ ଏ ବିପକ୍ଷ ତିନୋଟି…