ଥାଲାପତି ବିଜୟଙ୍କ ଶେଷ ଫିଲ୍ମର ଫାଷ୍ଟ୍ ଲୁକ୍…
ଚେନ୍ନାଇ: ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଚଳଚ୍ଚିତ୍ରରୁ ଅବସର ଘୋଷଣା କରିସାରିଛନ୍ତି। ତାଙ୍କର ଶେଷ ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ତାଙ୍କର ଶେଷ ଫିଲ୍ମର ପ୍ରଥମ ଲୁକ୍ ରିଲିଜ ହୋଇଛି।
ଏଥିସହିତ ଫିଲ୍ମର ଟାଇଟଲ୍ ମଧ୍ୟ ସେୟାର କରାଯାଇଛି। ବିଜୟଙ୍କ…