୧୨ ଲକ୍ଷ ଦେବାକୁ କହି ୩୯ ହଜାର ଟଙ୍କାର କୁକୁଡା ଖାଇଗଲେ ବ୍ୟାଙ୍କ ମ୍ୟାନେଜର
ବିଲାସପୁର: ୧୨ ଲକ୍ଷ ଦେବାକୁ କହି ୩୯ ହଜାର ଟଙ୍କାର କୁକୁଡା ଖାଇଗଲେ। ଛତିଶଗଡର ବିଲାସପୁର ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ କୁକୁଡ଼ା ଫାର୍ମ ପରିଚାଳକ ଏସବିଆଇ ବ୍ୟାଙ୍କର ମ୍ୟାନେଜରଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି।
ଉକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ୧୨…