Latest Odisha News

BREAKING NEWS

ରିଲିଜ ପୂର୍ବରୁ ବିବାଦ ମଧ୍ୟରେ ବିକିଙ୍କ “ଛାବା”

ମୁମ୍ବାଇ: ଖୁବଶୀଘ୍ର ପରଦାକୁ ଆସୁଛି ବିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ 'ଛାବା' । ଫିଲ୍ମ "ଛାବା" ୧୪ ଫେବୃଆରୀରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ଶମ୍ଭାଜୀ ରାଓ ରାଜେଙ୍କ ଜୀବନୀ ଉପରେ ଆଧାରିତ ଥିବା ବେଳେ ଫିଲ୍ମରେ ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ…

ବାସ୍ତୁ ଅନୁସାରେ ଡ୍ରିମ କ୍ୟାଚର କେଉଁଠି ଲଗାଇଲେ ଭଲ?

ଭୁବନେଶ୍ବର:ଡ୍ରିମ କ୍ୟାଚର୍‌ ଦେଖିବାକୁ ଏକ ସୁନ୍ଦର ଓ୍ବାଲ୍‌ ହ୍ୟାଙ୍ଗି ଅଟେ । ଉପରଭାଗ ଗୋଲାକାର ହୋଇଥାଏ ଓ ଏହି ଗୋଲାକାର ଭିତରେ ସୂତାର ଓ୍ବେବ ବା ଜାଲ ପରି ଡିଜାଇନ ଥାଏ । ସେହି ଗୋଲାକର ରିଙ୍ଗରୁ ଲମ୍ବା ସୂତା ତଳକୁ ଝୁଲିଥାଏ ଓ ସେଥିରେ ପକ୍ଷୀର ପର ଲାଗିଥାଏ । ଏହା ଦେଖିବାକୁ ଭାରି…

ଭାଙ୍ଗୁଛି ମାଓଗଡ; ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୯ ମାଓବାଦୀ

ନାରାୟଣପୁର: ସରକାରଙ୍କ ମାଓ ଦମନ ଅଭିଯାନ ଆରମ୍ଭ ହେବାପରେ ସଂଗଠନରେ ଅଧିକାଂଶ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଯାହାଫଳରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ମୁଖ୍ୟସ୍ରୋତରେ ସାମିଲ ହେବାରେ ଲାଗିଛନ୍ତି ଅଧିକାଂଶ ମାଓବାଦୀ । ଏନେଇ ଆଜି ପୁଣି ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୂଚନା…

ଦିଲ୍ଲୀ ଭୋଟର କିପରି ବାଛନ୍ତି ନିଜ ପସନ୍ଦର ନେତା ?

ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଦଳମାନଙ୍କର ପ୍ରଚାର ସେତେ ଅଧିକ ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରତିଶ୍ରୁତି ସହ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ନେତା। ଆପଣ ଜାଣନ୍ତି କି ଦିଲ୍ଲୀ ମତଦାତା କିଭଳି ସ୍ଥିର କରନ୍ତି ନିଜ ପସନ୍ଦର ନେତା ? ୨୦୨୦ ବିଧାନସଭା…

ୟୁଟ୍ୟୁବର ଏଲଭିଶ ଯାଦବଙ୍କ ବଢିଲା ଅଡୁଆ; ଏଫଆଇଆର ରୁଜୁ ନେଇ ଆଦେଶ ଦେଲେ କୋର୍ଟ

ଗାଜିଆବାଦ: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଯୁଟ୍ୟୁର ଏଲଭିଶ ଯାଦବଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ନିକଟରେ, ଗାଜିଆବାଦ କୋର୍ଟ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ଉପରେ ମେନକା ଗାନ୍ଧୀଙ୍କ ଏନଜିଓ ପିପୁଲ୍ ଫର୍ ଆନିମଲ୍ସ (ପିଏଫଏ)ର ସଦସ୍ୟ ସୌରଭ…

କିନ୍ନର ଆଖାଡାରେ ମହାମଣ୍ଡଳେଶ୍ବର ହେବେ ମମତା କୁଲକର୍ଣ୍ଣି

ପ୍ରୟାଗରାଜ: ୯୦ ଦଶକର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଏବେ ସନ୍ୟାସୀ ହୋଇଯାଇଛନ୍ତି । ସେ ଚଳଚ୍ଚିତ୍ର ଜଗତ ଛାଡି ଏବେ ଧର୍ମର ପଥ ଗ୍ରହଣ କରିଛନ୍ତି । ମମତା କୁଲକର୍ଣ୍ଣୀ ବର୍ତ୍ତମାନ ପ୍ରୟାଗରାଜ ମହାକୁମ୍ଭରେ ପହଞ୍ଚିଛନ୍ତି । ସେଠାରେ ସେ ସନ୍ୟାସୀ ଦୀକ୍ଷା ନେଇଛନ୍ତି । ଏହି…

ରିପୋର୍ଟକୁ କିପରି ମଞ୍ଜୁରୀ ଦେଇଥାଏ JPC, କ’ଣ ରହିଛି ନିୟମ ?

ନୂଆଦିଲ୍ଲୀ: ଦେଶର ଦୁଇ ବଡ ପ୍ରସଙ୍ଗରେ ଜେପିସିର ଲଗାତାର ବୈଠକ ଚାଲିଛି। ଗୋଟିଏ ୱାନ ନେସନ ୱାନ ଇଲେକ୍ସନ ଓ ଅନ୍ୟଟି ୱାକଫ ବିଲ ସଂଶୋଧନ। ୱାନ ନେସନ ୱାନ ଇଲେକ୍ସନ ଉପରେ ଆଲୋଚନା ପାଇଁ ଗଠିତ ୩୯ ସଦସ୍ୟ ବିଶିଷ୍ଟ ଜେପିସିର ଅଧକ୍ଷ ରହିଛନ୍ତି ଭର୍ତ୍ତୃହରି ମହତାବ। ଅନ୍ୟପଟେ ୱାକଫ ବିଲ ସଂଶୋଧନ…

ଓଡିଶାରେ ଦିଲ୍ଲୀ ଲଢେଇ, ଆଖି ଦେଖାଇଲା ଆପ୍ !

ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଓଡିଶାରେ ଆପର ଗର୍ଜନ। ଦିଲ୍ଲୀରେ କ୍ଷମତାକୁ ଆସିଲେ ବିକାଶର ସୁନ୍ଦର ନକ୍ସା ଦେଖାଉଥିବା ବିଜେପି ଗତ 7ମାସ ମଧ୍ୟରେ ଓଡିଶାରେ କି ବିକାଶ କରିଛି ବୋଲି ଆମ ଆଦମୀ ପାର୍ଟି ପ୍ରଶ୍ନ କରିଛି। ଓଡିଶାରେ ମଧ୍ୟ ନିର୍ବାଚନ ପୂର୍ବରୁ ଦିଲ୍ଲୀ ଢାଞ୍ଚାରେ…

ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେର ଶୁଭାରମ୍ଭ

ପୁରୀ: ଆଜି ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର ଅର୍ଜୁନ ସିଂହପୁର ଗ୍ରାମରେ ରାଜ୍ୟ ସ୍ତରୀୟ ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେର ଶୁଭାରମ୍ଭ ହୋଇଯାଇଛି । ଏହାର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ । ଏହି ଅବସରରେ ପୁରୀ ଲୋକସଭା…

ଅଘୋରୀ ବାବାଙ୍କ ଭବିଷ୍ୟବାଣୀ…ଶୁଣି ଉଡିଯିବ ହୋସ୍

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ମେଳାରେ 95ବର୍ଷୀୟ ଅଘୋରୀ ବାବା କାଳପୁରୁଷଙ୍କ ଭବିଷ୍ୟବାଣୀକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ବାବାଙ୍କ ମୁହଁରେ ଲାଲ ରଙ୍ଗ ଓ ଭସ୍ମ। କୁହାଯାଏ, ବାବା କୁଆଡେ ହିମାଳୟରେ ବର୍ଷ ବର୍ଷ ଧରି ଧ୍ୟାନ କରିଛନ୍ତି। ତେବେ ଏଥର କୁମ୍ଭମେଳାରେ ବାବାଙ୍କ ଭବିଷ୍ୟବାଣୀ…