Latest Odisha News

BREAKING NEWS

୭୩ ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ ଆରମ୍ଭ, ୭୯୭ ଖେଳାଳି ସାମିଲ

କଟକ: କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୩ ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ ୨୦୨୫ ଆରମ୍ଭ ହୋଇଛି। ଆର. ପି. କୋଚେ, ଆଇପିଏସ, ନିର୍ଦ୍ଦେଶକ (ଗୁଇନ୍ଦା) ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା…

ଚୀନରେ କାହିଁକି କମୁଛି ବିବାହ?

ନୂଆଦିଲ୍ଲୀ: ବିବାହ କରିବାକୁ ଚାହୁଁନାହାନ୍ତି ଚୀନର ଯୁବକ ଯୁବତୀ । ୨୦୨୪ରେ ବିବାହ ହାର ସବୁଠୁ ତଳକୁ ଖସିଛି । ବିବାହ ପାଇଁ ପ୍ରୋତ୍ସାହିତ କରିବାକୁ ଚୀନ୍ ସରକାର ଅର୍ଥ ରାଶି ସହାୟତା ଦେଉଥିଲେ ମଧ୍ୟ ବିବାହ ହାର ବର୍ଷକୁ ବର୍ଷ କମିବାରେ ଲାଗିଛି । ଗତବର୍ଷ ୬୦ଲକ୍ଷ ବିବାହ ହୋଇଛି, ଯାହା ୨୦୨୩…

ଏଥର ଆଉ ନିସ୍ତାର ନାହିଁ: ଅନଲାଇନ କଣ୍ଟେଣ୍ଟ ପାଇଁ ଆସିବ କଠୋର ନିୟମ!

ନୂଆଦିଲ୍ଲୀ: ଏହି ବିଗତ ଦିନ ଗୁଡିକରେ ଯେଉଁ ବିବାଦ ସୋସିଆଲ ମିଡିଆରେ ଘୁରି ବୁଲୁଛି, ତାହା ଆଜିର କିମ୍ବା ଆଗାମୀ ଯୁବପିଢିଙ୍କ ପାଇଁ ଏକ କଳା ଦିଗ । ଅନଲାଇନ କଣ୍ଟେଣ୍ଟ ଉପରେ କୌଣସି ବି ପ୍ରତିବନ୍ଧକ ନଥିବା ବେଳେ, ଏହାକୁ ମନଇଚ୍ଛା ବ୍ୟବହାର କରୁଚନ୍ତି ୟୁଜର୍ସ । ଯାହା ଏବେ ଚିନ୍ତାର କାରଣ…

ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ ଦିଲ୍ଲୀ ବାସଭବନରେ ଶନିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ସେ ନାତିନାତୁଣୀ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ଗହଣରେ ଖିଆପିଆ…

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ଼ ଅଭିନେତ୍ରୀ ନର୍ଗିସ୍ ଫାଖରୀ !

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଅଭିନେତ୍ରୀ ନର୍ଗିସ୍ ଫଖରୀ। ଲସ୍ ଆଞ୍ଜେଲସ୍‌ରେ ଏକ ବ୍ୟକ୍ତିଗତ ଉତ୍ସବରେ ତାଙ୍କର ଦୀର୍ଘକାଳୀନ ସାଥୀ ଟୋନି ବେଗ୍‌ଙ୍କୁ ବିବାହ କରିଥିବା ଜଣାପଡ଼ିଛି। ଏହି ବିବାହରେ କେବଳ ନିକଟତର ପରିବାର ଏବଂ ବନ୍ଧୁମାନେ ଯୋଗ ଦେଇଥିଲେ। ଏହା ଡେଷ୍ଟିନେସନ…

ଆହୁରୀ କଠୋର ହେଲା ନିୟମ: ବିନା ବାୟୋମେଟ୍ରିକ୍‌ରେ ମିଳିବନି କୌଣସି ସିମ୍ କାର୍ଡ

ନୂଆଦିଲ୍ଲୀ: ସାଇବର ଠକେଇର ବଢ଼ୁଥିବା ଘଟଣାକୁ ରୋକିବା ପାଇଁ ସରକାର ସିମ୍ କାର୍ଡ ସହ ଜଡିତ ନିୟମକୁ ପୂର୍ବ ଅପେକ୍ଷା ଅଧିକ କଠୋର କରିଛନ୍ତି। ଡିଜିଟାଲ୍ ଇଣ୍ଟିଗ୍ରିଟି ଭେରିଫିକେସନ୍ ସିଷ୍ଟମ୍ କାର୍ଯ୍ୟକାରୀ କରିବାକୁ ଦୂରସଂଚାର ବିଭାଗ ଟେଲିକମ୍ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ନକଲି…

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଜେଲରୁ ଆସିଲା ହତ୍ୟା ଧମକ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ହତ୍ୟା ଧମକ । ତାହା ପୁଣି ଜେଲ ଭିତରୁ । ଦୌସା ଜେଲରେ ଥିବା ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଫୋନ୍ ମାଧ୍ୟମରେ ହତ୍ୟା ଧମକ ପଠାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଏବେ ତନାଘନା ଆରମ୍ଭ କରିଛି ପୋଲିସ୍ । ପ୍ରାଥମିକ ଯାଞ୍ଚ ପରେ…

ଏପରି ମନ୍ଦିର ଯେଉଁଠି ଏକା ସାଙ୍ଗରେ ଜୀବନ ବିତାନ୍ତି ବାଘ ଓ ମଣିଷ

ନୂଆଦିଲ୍ଲୀ: ଦୁନିଆରେ ଅନେକ ଅଦ୍ଭୁତ ମନ୍ଦିର ରହିଛି। ଯାହା ସହ ବିଭିନ୍ନ ମାନ୍ୟତା ଓ ଆଶ୍ଚର୍ଯ୍ୟଜନକ କଥା ଜଡିତ ରହିଛି। ଅଦ୍ଭୁତ ଓ ଚମତ୍କାରୀ ମନ୍ଦିର ବିଷୟରେ ଜାଣିବାକୁ ପ୍ରାୟ ସଭିଁଙ୍କ ଉତ୍ସାହ ରହିଥାଏ। ଥାଇଲାଣ୍ଡରେ ରହିଛି ଏଭଳି ଏକ ଅଦ୍ଭୁତ ମନ୍ଦିର, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ…

କେତେ ସୁଦ୍ଧ ସଙ୍ଗମ ଜଳ? ସାମ୍ନାକୁ ଆସିଲା ସିପିସିବି ରିପୋର୍ଟ

ପ୍ରୟାଗରାଜ: ଏବେ ମହାକୁମ୍ଭକୁ ଛୁଟିଛି ଭକ୍ତଙ୍କ ସୁଅ । ଦେଶଦୁନିଆରୁ ଏଯାବତ ୫୯ କୋଟି ୩୧ ଲକ୍ଷ ଲୋକ ଆସ୍ଥାର ବୁଡ ପକାଇସାରିଥିବା ବେଳେ ଖୁବଶୀଘ୍ର ଏହି ସଂଖ୍ୟା ୬୦ କୋଟି ଛୁଇଁବା ନେଇ ଆଶା । ଗୋଟେ ପଟେ ଭକ୍ତ ଆସ୍ଥା ସଙ୍ଗମ ସୟ ଜଡିତ ହୋଇଥିବା ବେଳେ ଏବେ ଘାରିଛି ସଙ୍ଗମ ଜଳର ବିଶୁଦ୍ଧତା…

ବିମାନରେ ଫଟା ସିଟ୍, ଏୟାରଲାଇନ୍ସ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବିମାନରେ ଫଟା ସିଟ୍, ଏୟାରଲାଇନ୍ସ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶନିବାର ଦିନ ଏୟାର ଇଣ୍ଡିଆରେ ଭୋପାଳ-ଦିଲ୍ଲୀ ବିମାନରେ ଯାତ୍ରା କରିଥିଲେ। ସୂଚନା ଅନୁଯାୟୀ, ବିମାନରେ ତାଙ୍କୁ ଖରାପ ସିଟ୍ ଦିଆଯାଇଥିଲା। ଯାହାପରେ ସେ…