Latest Odisha News

BREAKING NEWS

ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା

ଭୁବନେଶ୍ବର: ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା । ସିଲିକନ୍ କାର୍ବାଇଡ୍ (ଏସଆଇସି) ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବା ଲାଗି ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ପାଇଁ ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍‌ କୁ ଓଡ଼ିଶା…

ଅଟୋ ଡ୍ରାଇଭରଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ସୈଫ୍‌; ଦେଲେ ଏହି ପ୍ରତିଶୃତି

ମୁମ୍ବାଇ: ଆକ୍ରମଣର ୫ ଦିନ ପରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ହସ୍ପିଟାଲରୁ ଘରକୁ ଫେରିଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ । ସୈଫ ହସ୍ପିଟାଲରୁ ଘରେ ପହଞ୍ଚିବା ପରେ, ସେହି ରାତିରେ ତାଙ୍କୁ ଠିକ୍ ସମୟରେ ହସ୍ପିଟାଲ ନେଇଯାଇଥିବା ଅଟୋ ଡ୍ରାଇଭର ଭଜନ ସିଂହ ରାଣାଙ୍କୁ ସେ ଭେଟିଛନ୍ତି ।…

ମେକ୍ସିକୋ ସମୂଦ୍ର କୂଳରେ ଦେଖିବାକୁ ମିଳିଲା ଓରାଫିଶ, ଆସିବ କି ବଡ ବିପଦ

ନୂଆଦିଲ୍ଲୀ: ମେକ୍ସିକୋ ସମୂଦ୍ର କୂଳରେ ଦୁର୍ଲଭ ଓରାଫିଶ ଦେଖିବାକୁ ମିଳିଛି । ଏହି ଡୁମ୍ସେଡ ମାଛକୁ ଦେଖିବା ମାତ୍ରେ ସେଠାରେ ଉପସ୍ଥିତ ସର୍ଫର୍ସ ମାନେ ଏହି ମାଛକୁ ଉଠାଇ ସମୂଦ୍ର ମଧ୍ୟକୁ ଛାଡିଥିଲେ । ଏକ ସର୍ଫବୋର୍ଡ ଆକାରର ଏହି ମାଛ ଶରୀର ସିଲଭର ଓ ନୀଳ ରଙ୍ଗର ଥିବା ବେଳେ ଏଥିରେ ଲାଲ ରଙ୍ଗର…

ଟ୍ରେନ୍‌ରୁ ଡେଇଁଲେ ଯାତ୍ରୀ, ଚଢ଼ିଗଲା ଆଉ ଏକ ଟ୍ରେନ୍‌; ୧୧ ମୃତ

ଜଲଗାଓଁ : ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସ ବୁଧବାର ସନ୍ଧ୍ୟା ପ୍ରାୟ ୫.୪୭ ସମୟରେ ଜଲଗାଓଁ ନିକଟରେ ଦୁର୍ଘଟଣାର ଶିକାର ହୋଇଛି। ଟ୍ରେନ ଜଲଗାଓଁ ପରାଣ୍ଡେ ଷ୍ଟେସନରେ ପହଞ୍ଚିବା ମାତ୍ରେ ଏହି ଦୁର୍ଘଟଣା ଘଟିଛି। ଏହାସହ ଟ୍ରେନରେ ନିଆଁ ଲାଗିଯିବା ଗୁଜବ କାରଣରୁ ଉତ୍ତେଜନା…

ଆଲୋଚନା ପାଇଁ ନ ଆସିଲେ ପ୍ରତିବନ୍ଧକ ଲଗାଇବୁ: ପୁଟିନଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ୍

ୱାଶିଂଟନ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି ଯେ ଯଦି ପୁଟିନ ଯୁଦ୍ଧର ଅନ୍ତ ତଥା ସମାଧାନ ପାଇଁ ଆଲୋଚନା କରିବାକୁ ରାଜି ନହୁଅନ୍ତି ତେବେ ଆମେରିକା ଋଷ ଉପରେ କଟକଣା ଲଗାଇବ। ସେ ସର୍ବଦା ପୁଟିନଙ୍କ ସହ…

ପତ୍ନୀଙ୍କ ସହ ସେଲଫି ନେଇଗଲା ଜୀବନ..

ନୂଆଦିଲ୍ଲୀ: ଦୀର୍ଘ ଦଶନ୍ଧି ଧରି ସୁରକ୍ଷାକର୍ମୀକୁ ଚକମା ଦେଇ ଚାଲିଥିଲା। ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଘଟାଉଥିଲା ହିଂସାକାଣ୍ଡ। ତାକୁ କାବୁ କରିବାକୁ ସୁରକ୍ଷାକର୍ମୀଙ୍କ ସବୁ ଉଦ୍ୟମ ଫେଲ ମାରିଥିଲା। ଏପରି କି ତା ସମ୍ପର୍କରେ ସୂଚନା ପାଇଁ ୧ କୋଟି ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା…

ଟିମ୍ ଇଣ୍ଡିଆ ଜର୍ସିରେ ରହିବ ଆୟୋଜକ ପାକିସ୍ତାନ ନାଁ

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଜର୍ସିରେ ପାକିସ୍ତାନ ନାଁ ରହିବ କି ନାହିଁ ସେନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ଯାହାକୁ ନେଇ ସ୍ପଷ୍ଟୀକରଣ ଦେଇଛି ବିସିସିଆଇ। ବିସିସିଆଇ ସୂଚନା ଅନୁଯାୟୀ, ଆଇସିସିର ନିୟମ ଅନୁସାରେ ପ୍ରସ୍ତୁତ…

ଭାରତୀୟ ଯବାନଙ୍କ ସହ ସେଲଫି ନେବାକୁ ମନା କଲେ ବିରାଟ, ଫ୍ୟାନ୍ସ କଲେ ସମାଲୋଚନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଭାରତୀୟ ଯବାନଙ୍କ ସହ ସେଲଫି ନେବାକୁ ସ୍ପଷ୍ଟ ଭାବେ ମନା କରୁଥିବା ଦେଖାଯାଉଛି। ଏନେଇ ଫ୍ୟାନ୍ସ ସମାଲୋଚନା କରିଛନ୍ତି । ପ୍ରଶ୍ନ କରିଛନ୍ତି, ଆମର ଏବଂ ଦେଶର ସୁରକ୍ଷା ପାଇଁ ଦିନରାତି କାମ…

୪୮ ଘଣ୍ଟା ମଧ୍ୟରେ ଏଆଇ ପ୍ରସ୍ତୁତ କରିପାରିବ କ୍ୟାନସର ଭ୍ୟାକ୍ସିନ

ନୂଆଦିଲ୍ଲୀ: କ୍ୟାନସର ଭ୍ୟାକ୍ସିନ ନେଇ ଏକ ବଡ଼ ଦାବି କରିଛନ୍ତି ଓରାକେଲର ସିଇଓ ଲାରି ଏଲିସନ। କର୍କଟ ରୋଗ ଚିହ୍ନଟ ଠାରୁ ଆରମ୍ଭ କରି ଟୀକାକରଣ ପର୍ଯ୍ୟନ୍ତ ସବୁକିଛି ଖୁବଶୀଘ୍ର କରାଯାଇପାରିବ ବୋଲି ସେ ଦାବି କରିଛନ୍ତି। ଏପରିକି 'କୃତ୍ରିମ ବୁଦ୍ଧିମତ୍ତା' (ଏଆଇ) ସାହାଯ୍ୟରେ କର୍କଟ ରୋଗ…

୫ ହଜାର ଡାକ୍ତରଙ୍କୁ ମିଳିବ ଶୀଘ୍ର ନିଯୁକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସେଥିମଧ୍ୟରୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ଵ ଦେଇ ଡାକ୍ତର ପଦବୀ ପୂରଣ ହେବା ନେଇ ମଧ୍ୟ ମଞ୍ଜୁରୀ ମିଳିଛି ।…