ଏହି ଘରୋଇ ଉପଚାର ଦ୍ବାରା ଶୁଖିଲା କାଶକୁ କରନ୍ତୁ ବାଏ ବାଏ ..
ଭୁବନେଶ୍ବର: ବେଳେବେଳେ ଦୀର୍ଘଦିନ ଧରି କାଶ ଲାଗି ରହିଥାଏ । ଔଷଧ ସେବନ ଦ୍ବାରା ମଧ୍ୟ ଏହି କାଶ କମେ ନାହିଁ । ତେବେ କିଛି ଘରୋଇ ଉପଚାର ଦ୍ୱାରା ଆପଣ ଏହି କାଶରୁ ମୁକ୍ତି ପାଇ ପାରିବେ ।
- କାଶ ହେଉଥିଲେ ଥଣ୍ଡା ପାଣି, ଆଇସ୍କ୍ରିମ୍ ଆଦି ଥଣ୍ଡା ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ।…