ବ୍ରେଷ୍ଟ ପମ୍ପିଂ ବେଳେ ହାତରେ ଧରିଥିଲେ ସାମ୍ପେନ, ଟ୍ରୋଲ ହେଲେ ଅଭିନେତ୍ରୀ ରାଧିକା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେ ମାଆ ହେବା ପରେ ପ୍ରଥମ ଥର ପାଇଁ ଏକ ବଡ ସମାରୋହରେ ନଜର ଆସିଛନ୍ତି। ତାଙ୍କୁ ୭୮ ତମ ବ୍ରିଟିଶ୍ ଏକାଡେମୀ ଫିଲ୍ମ ଆୱାର୍ଡ (ବାଫ୍ଟା)ରେ ନିଜର ଗ୍ଲାମରସ୍ ଅନ୍ଦାଜରେ ଦେଖାଦେଇଥିଲେ। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି…