Latest Odisha News

BREAKING NEWS

ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେପିର ମାଷ୍ଟରଷ୍ଟ୍ରୋକ୍; ଡି. ପୁରନ୍ଦେଶ୍ୱରୀଙ୍କୁ ମିଳିଲା ଓଡ଼ିଶା ମଙ୍ଗ

ଭୁବନେଶ୍ୱର: କେହି ଭାବିନଥିଲେ ଯେ ଓଡ଼ିଶା ବିଜେପିର ପ୍ରଭାରୀ ବଦଳିବ, କିନ୍ତୁ ପଂଚାୟତ ନିର୍ବାଚନ ପୂର୍ବରୁ ପ୍ରଭାରୀ ବଦଳାଇ ଭାରତୀୟ ଜନତା ପାର୍ଟି ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଇଛି । ବୁଧବାର ଦିନ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ନୂତନ ବିଜ୍ଞପ୍ତି…

ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା: ୧୧୫ ପୌରସଂସ୍ଥାକୁ ନୋଟିସ୍

ଭୁବନେଶ୍ୱର: ରାଜ୍ୟରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ନିୟମକୁ ଅଧିକ କଡ଼ାକଡ଼ି କରିବାକୁ ପଦକ୍ଷେପ ନେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ସହ ଜଡ଼ିତ ନିୟମର ଅନୁପାଳନ ଓ କମନ୍ ଏକ୍ସଟେଣ୍ଡେଡ୍ ପ୍ରୋଡ୍ୟୁସର୍ ରେସପନ୍ସିବିଲିଟି (ଇପିଆର୍) ପୋର୍ଟାଲରେ…

MMDRକୁ ନେଇ ଗର୍ଜିଲା ବିଜେଡି: ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଲେ ସୁଜାତା, ଜବାବ ରଖିଲା ବିଜେପି

ଭୁବନେଶ୍ୱର: ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ସମ୍ପର୍କରେ ବିରୋଧୀ ଦଳ ପୁଣି ଥରେ ଗର୍ଜିଛନ୍ତି। ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପକୁ ନେଇ ବିଜେଡି ନେତ୍ରୀ ସୁଜାତା ରାଉତ ପ୍ରଶ୍ନ ଉଠାଇଛନ୍ତି। ଲୋକଙ୍କ ସ୍ୱାର୍ଥ ଓ ରାଜ୍ୟର ହିତକୁ ଗୁରୁତ୍ୱ ଦେଇ ସରକାର…

Ukraine War: ହେବ ତ୍ରିପାକ୍ଷିକ ଆଲୋଚନା

ନ୍ୟୁୟର୍କ: ଶକ୍ତି କ୍ଷେତ୍ରରେ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ୟୁକ୍ରେନ୍ ରଷ୍ଟ୍ରପତି ଭ୍ଲାଦିମିର୍ ଜେଲେନ୍ସକିି । ପୁଟିନ୍ ଓ ଟ୍ରମ୍ପଙ୍କ ସହ ଓ ତ୍ରିପାକ୍ଷିକ ଆଲୋଚନା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଯଦି ମସକୋ ୟୁକ୍ରେନରେ ଗୁରୁତ୍ୱପୂଣ୍ଣ ର୍ ଭିତିିଭୂମି ଉପରେ ଆକ୍ରମଣ ବନ୍ଦ…

ଗଭୀର ଅବପାତ ଜନିତ ବର୍ଷା; ଜିରୋ କାଜୁଆଲିଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ବର୍ଷା ଓ ଏହାର ପ୍ରଭାବ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମୀକ୍ଷ କରିଛନ୍ତି। ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ…

୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ, ୨୮ରୁ ୩ ଦିନିଆ ଧର୍ମଘଟ

ନୂଆଦିଲ୍ଲୀ: ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତୀ। ଆସନ୍ତା ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ। ସୋମବାର ୨୮ ତାରିଖରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ହେବ। ଗ୍ରାହକଙ୍କ ସୁବିଧା ଏବଂ ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି ରବିବାର ବ୍ୟାଙ୍କ ଖୋଲା ରଖିବାକୁ…

Kitchen Habit : କୁକର୍‌ରୁ ବିଗିଡିପାରେ ସ୍ୱାସ୍ଥ୍ୟାବସ୍ଥା

ବ୍ୟୁରୋ: ରୋଷେଇ ଘରେ ଅଣଦେଖା ଆଣିପାରେ ବିପତ୍ତି । କିଚେନ୍‌ରେ ଆପଣଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବାସନକୁସନକୁ ନେଇ ହୁଅନ୍ତୁ ସତର୍କ । ପ୍ରେସର କୁକରରୁ ଦେହ ଖରାପ ହେବାର ରହିଛି ସମ୍ଭାବନା । ଆମେ ସମସ୍ତେ ଜାଣିଛେ, ରୋଷେଇ ଘର ସଫାସୁତୁରା ରଖିବା ଆବଶ୍ୟକ । କିନ୍ତୁ କିଚେନ୍‌ରେ କିଛି ଛୋଟ ଛୋଟ…

୨୭୦୦ ଟଙ୍କାର ମେଡିସିନକୁ ୨୭ ହଜାର, ଦିବାଲୋକରେ ଲୁଟ୍ ବୋଲି କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: କର୍କଟ ରୋଗ ଭଳି ଜୀବନଘାତକ ରୋଗ ସହିତ ଲଢ଼ୁଥିବା ରୋଗୀମାନେ ଖୋଲାଖୋଲି ଠକେଇର ଶିକାର ହେଉଛନ୍ତି କି? ସୁପ୍ରିମକୋର୍ଟ ଅତ୍ୟାବଶ୍ୟକ କର୍କଟ ଔଷଧର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨୭୦୦ ରେ ଖୁଚୁରା ବିକ୍ରି ହେଉଥିବା ଏକ ଔଷଧର ମୂଲ୍ୟ…

Impact of deep depression in Gajapati: ବର୍ଷା ବିତ୍ପାତ:ଭାଙ୍ଗିଲା ଘର,ଏହି ଜିଲ୍ଲାରେ ୩,୧୭୦ ଜଣଙ୍କୁ ବାତ୍ୟା…

ମୋହନା: ଆଜି ରାତିରେ ସ୍ଥଳଭାଗ ଅତିକ୍ରମ କରିବ ଗଭୀର ଅବପାତ ।  ଏହାର ପ୍ରଭାବ ଗଜପତି ଜିଲ୍ଲାରେ ଗତକାଲି ଠାରୁ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଓଡ୍ରାଫ ଟିମ୍‌ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି । ଓଡ୍ରାଫ୍‌ର ମୋଟ ୩୫ ଜଣିଆ ଟିମ୍‌କୁ ୩ଟି ଭାଗରେ…

Unique Village: ୫୦ ମିଟର ଉଚ୍ଚ ଗଛ ଉପରେ ଗାଁ! ମାଟିରେ ନୁହେଁ, ଗଛ ଉପରେ ରୁହନ୍ତି ଏହି ଜନଜାତି…

ନୂଆଦିଲ୍ଲୀ: ଆମେ ସାଧାରଣତଃ ଘର କହିଲେ ମାଟି ଉପରେ ତିଆରି ହୋଇଥିବା ଘରକୁ ବୁଝୁ। କିନ୍ତୁ ଦୁନିଆରେ ଏମିତି ଏକ ଜନଜାତି ଅଛନ୍ତି, ଯେଉଁମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ କିଛି ପାରମ୍ପରିକ ଘର ମାଟି ଉପରେ ନୁହେଁ, ବରଂ ଗଛର ବହୁ ଉଚ୍ଚତାରେ ତିଆରି ହୋଇଥାଏ।…