ନୁଆବର୍ଷର ପ୍ରଥମ ଦିନରେ ରାମଲାଲାଙ୍କ ପାଖେ ଲାଗି ହେଲା ୫୬ ପ୍ରକାରର ପ୍ରସାଦ
ଲକ୍ଷ୍ନୌ: ଆଉ ଦିନ କେଇଟାରେ ଅଯୋଧ୍ୟା ରାମ ମନ୍ଦିରକୁ ପୁରିବ ବର୍ଷେ । ଗତକାଲି ନୂଆବର୍ଷ ଉପଲକ୍ଷେ ମନ୍ଦିରରେ ଭବ୍ୟ ଆୟୋଜନ କରାଯାଇଥିଲା । ଲକ୍ଷ ଲକ୍ଷ ଭକ୍ତ ରାମଲାଲାଙ୍କୁ ଦର୍ଶନ କରିଥିଲେ । ସେପଟେ ସ୍ବତନ୍ତ୍ର ପୂଜାପାଠରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ପ୍ରଭୁ ରାମଲାଲାଙ୍କ ପାଇଁ ମନ୍ଦିର…