ନିର୍ବାଚନ ପୂର୍ବରୁ ଆପକୁ ଝଟକା; ଇସ୍ତଫା ଦେଲେ ୭ ବିଧାୟକ
ନୂଆଦିଲ୍ଲୀ: ଆଗାମୀ ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍)ର ୭ ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି।
ସର୍ବ ପ୍ରଥମେ ମହରୌଲି ବିଧାୟକ ନରେଶ ଯାଦବ ଆମ ଆଦମୀ ପାର୍ଟି ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଦଳରୁ…