Latest Odisha News

BREAKING NEWS

କୋଇଲା ଦୁର୍ନୀତି ମାମଲାର ଶୁଣାଣିରେ ନିଜକୁ ଦୂରେଇ ରଖିଲେ ବିଚାରପତି ବିଶ୍ୱନାଥନ, ଏଥିପାଇଁ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାର ଶୁଣାଣିରେ ନିଜକୁ ଦୂରେଇ ରଖିଲେ ସୁପ୍ରିମକୋର୍ଟ ବିଚାରପତି ବିଶ୍ୱନାଥନ। ସେ କହିଛନ୍ତି ଏହା ପୂର୍ବରୁ ଓକିଲ ଭାବେ ଏହି ମାମଲାରେ କୋର୍ଟରେ ହାଜର ହୋଇଥିଲି, ଏଥିପାଇଁ ଏହି ମାମଲାର ଶୁଣାଣିରେ ମୁଁ ଭାଗ ନେଇ ପାରିବି ନାହିଁ। ଅବୈଧ କୋଇଲା ବ୍ଲକ ଆବଣ୍ଟନ ସହ…

୨୯୦ ଦିନରେ ୨୦୦ ନିୟୁତ ଟନ୍ ପଣ୍ୟ ବୋଝେଇ କରି ପୂର୍ବତଟ ରେଳପଥ ରେକର୍ଡ ସୃଷ୍ଟି କରିଛି

ଭୁବନେଶ୍ୱର: ପୂର୍ବତଟ ରେଳପଥ ୨୯୦ ଦିନ ମଧ୍ୟରେ ଉଲ୍ଲେଖନୀୟ ଦ୍ରୁତ ଅଗ୍ରଗତିରେ ୨୦୦.୧୩ ନିୟୁତ ଟନ୍ ପଣ୍ୟ ପରିବହନ କରି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି । ଯାହାକି ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଛି । ଏହି ସଫଳତା ଭାରତୀୟ ରେଳ ଇତିହାସରେ ଯେକୌଣସି ରେଳ ଜଣ ଦ୍ୱାରା ସର୍ବାଧିକ ପଣ୍ୟ…

ଟିମ ଇଣ୍ଡିଆରେ କେକେଆର ପ୍ରଭାବ ନେଇ ବିସିସିଆଇ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ଶୋଚନୀୟ ଭାବେ ପରାଜିତ ହେବା ପରେ ବିସିସିଆଇ ଦଳର ପ୍ରଦର୍ଶନ ନେଇ ଅସନ୍ତୁଷ୍ଟ ଓ କ୍ଷୁବ୍ଧ ରହିଛି । କୋଚ ଗୌତମ ଗମ୍ଭୀର ତାଙ୍କ କେକେଆର ସହଯୋଗୀ ଷ୍ଟାଫଙ୍କୁ ନେବା ପାଇଁ ଜିଦ କରିଥିଲେ । ଏବେ ଫଳାଫଳ ସନ୍ତୋଷଜନକ ରହି ନ ଥିବାରୁ…

ଦିଲ୍ଲୀରେ ଏକା ଲଢ଼ିବନି ବେଜପି: ନୀତୀଶଙ୍କ ଦଳକୁ ମିଳିଲା ଟିକେଟ, ଘୋଷଣା ହେଲା ପ୍ରାର୍ଥୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକା ଲଢ଼ିବନି ବିଜେପି। ଏନଡିଏ ମେଣ୍ଚର ଦୁଇ ଦଳ ଜେଡିୟୁ ଓ ଲୋକ ଜନ ଶକ୍ତି ପାର୍ଟିକୁ ନେଇ ନିର୍ବାଚନ ଲଢ଼ିବ ବିଜେପି। ଏହି ଦୁଇ ଦଳକୁ ବିଜେପି ଗୋଟିଏ ଗୋଟିଏ ଆସନ ଦେଇଛି । ନୀତୀଶ କୁମାରଙ୍କ ଦଳକୁ ଦିଲ୍ଲୀ ପୂର୍ବାଞ୍ଚଳର ଏକ ଭଲ ଆସନରେ ନିର୍ବାଚନ…

କୋହଲି, ରୋହିତଙ୍କୁ ବଡ ପରାମର୍ଶ ଦେଲେ ଯୁବରାଜ

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଛି । ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏହି ଦୁଇ ଷ୍ଟାର ଖେଳାଳିଙ୍କୁ ଏକ ବଡ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଘରୋଇ କ୍ରିକେଟ ଫର୍ମକୁ…

ପୋଲିସ ଆଗରେ ଆତ୍ମସମର୍ପଣ କଲେ ମହିଳା ନକ୍ସଲ

ମାଲକାନଗିରି: ପୋଲିସ ପକ୍ଷରୁ ଆତ୍ମନିର୍ଭରଶୀଳ ନୀତି ଏବଂ ସହଯୋଗ କରାଯାଉଥିବାରୁ ନକ୍ସଲମାନେ ଧିରେ ଧିରେ ନିଜ ସଂଗଠନରୁ ବିମୁଖ ହୋଇ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । ଏହି ପ୍ରରିପେକ୍ଷିରେ ଆଜି ପୋଲିସ ଆଗରେ ଆତ୍ମସମର୍ପଣ କଲେ ଜଣେ ମହିଳା ନକ୍ସଲ । ଆତ୍ମସମର୍ପଣ କରିଥିବା ମହିଳା ଜଣକ ହେଲେ…

ପ୍ରଧାମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି : ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ, ଭଡ଼କିଲେ ଚାଷୀ ନେତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍କେଡକୁ ଅଟକାଇଥିବା ଚାଷୀଙ୍କ ବିରୋଧରେ କଡ଼ା ଆକ୍ସନ ନେଲା ପୋଲିସ। ତିନି ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଫିରୋଜପୁର ଗସ୍ତ କରୁଥିବା ବେଳେ ତାଙ୍କ କାର୍କେଡକୁ ଅଟକାଇଥିଲେ କିଛି ଚାଷୀ। ଏହି ମାମଲାରେ ଏବେ ପୋଲିସ 25 ଜଣ ଚାଷୀଙ୍କୁ…

ଅଷ୍ଟମ ବେତନକୁ କମିଶନକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଅଷ୍ଟମ ବେତନ କମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ । ଗୁରୁବାର କ୍ୟାବିନେଟ ବୈଠକରେ ଏହି ପ୍ରସଙ୍ଗକୁ ଅନୁମୋଦନ ମିଳିଛି । ଏହା ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମାରେ ଏକ ବିରାଟ ବୃଦ୍ଧି ଘଟିବ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଗତ ୧୦ ବର୍ଷ…

ଜାତୀୟ ସବ ଜୁନିୟର ଜୁଡୋ ଚାମ୍ପିୟନଶିପ: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ମହାରାଷ୍ଟ୍ର ଜୁଡୋ ଆସୋସିଏଶନ ଏବଂ ଭାରତୀୟ ଜୁଡୋ ଫେଡେରେଶନ ଆନୁକୂଲ୍ୟରେ ଜାତୀୟ ସବ ଜୁନିୟର ଚାମ୍ପିୟନଶିପ ୧୮ରୁ ୨୧ ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ । ପୁଣେର ବେଲେୱାଡିରେ ଏହି ଚାମ୍ପିୟନଶିପ ଆୟୋଜିତ ହେବ । ଓଡିଶା ପକ୍ଷରୁ ୧୩ ପ୍ରତିଯୋଗୀ ଓ ୨ ଅଫିସିଆଲ ଏହି ଗସ୍ତରେ ଯିବେ…

ବିଳମ୍ବିତ ରାତି ଯାଏଁ ପାଠ ପଢୁଛନ୍ତି କି, ହୋଇଯାଆନ୍ତୁ ସାବଧାନ..

ଭୁବନେଶ୍ବର: ଏବେ ପିଲାଙ୍କ ପରୀକ୍ଷା ସମୟ ଆସିଯାଇଛି । ପରୀକ୍ଷାକୁ ନଜରରେ ରଖି ଛାତ୍ରଛାତ୍ରୀମାନେ ରାତିରେ ବିଳମ୍ବିତ ରାତି ଯାଏଁ ପାଠ ପଢିଥାନ୍ତି । ଏଥିସହ ନିଦ ନଆସିବା ପାଇଁ ଚା କଫିର ସାହାଯ୍ୟ ନେଇଥାନ୍ତି । ଜାଣନ୍ତି କି ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଏବଂ କଫିନଯୁକ୍ତ ଚା', କଫି…