ଡାଲମିଆ ସିମେଣ୍ଟ କଂପାନୀ ଦୁର୍ଘଟଣା, ୩ ଜଣ ଶ୍ରମିକ ନିଖୋଜ
ରାଜଗାଙ୍ଗପୁର: ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କଂପାନୀ ଦୁର୍ଘଟଣା। ୩ ଶ୍ରମିକ ନିଖୋଜ । ତେବେ ୩ ଜଣ ଶ୍ରମିକ ତଳେ ଚାପି ହୋଇ ରହିଥିବା ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତକାଲି କାରଖାନାରେ ସିମେଣ୍ଟ ଷ୍ଟକ୍ ରଖାଯାଉଥିବା ବେଳେ ଭୁଶୁଡ଼ି ପଡ଼ିଥିଲା କୋଇଲା ହପର।
ସୂଚନା ଅନୁସାରେ,…