Latest Odisha News

BREAKING NEWS

ବର୍ଷା ଭରୋଷାରେ ଟିମ ଇଣ୍ଡିଆ

ଗାବା: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଗାବାରେ ଖେଳାଯାଉଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୪୫ ରନ ଜବାବରେ ଭାରତ ୪ ୱିକେଟ ହରାଇ ୫୧ ରନ କରି ବିପଦରେ ପଡିଛି । କେଏଲ ରାହୁଲ ୩୩ ଓ ରୋହିତ ଶର୍ମା ଖାତା ନ ଖୋଲି…

ଆଶ୍ଚର୍ଯ୍ୟଜନକ ତଥ୍ୟ: ଜେସିବି ବୁଲଡୋଜରର ରଙ୍ଗ କାହିଁକି ହଳଦିଆ?

ଭୁବନେଶ୍ବର: ବେଳେବେଳେ ଆମର ମନକୁ ଏପରି ଜିନିଷ ଆସେ ଯାହା ଆମକୁ ଚିନ୍ତା କରିବାକୁ ବାଧ୍ୟ କରେ | ସେପରି ଏକ ଜିନିଷ ହେଲା ଜେସିବି ବୁଲଡୋଜର । ଯାହାର ରଙ୍ଗ ହଳଦିଆ ଥାଏ । ତେବେ ଆପଣ ଜାଣିଛନ୍ତି କି ଜେସିବି ବୁଲଡୋଜରର ରଙ୍ଗ କାହିଁକି ହଳଦିଆ? ଆସନ୍ତୁ ଜାଣିବା କ'ଣ ରହିଛି କାରଣ.. …

ଶ୍ରୀମନ୍ଦିରରେ ପାଦୁକ ବଣ୍ଟାକୁ ନେଇ ସେବାୟତଙ୍କ ମଧ୍ୟରେ ହାତାହାତି

ପୁରୀ: ଶ୍ରୀମନ୍ଦିର ପରିସରରେ ହାତାହାତି ହୋଇଛନ୍ତି ସେବାୟତ। ଆଜି ପୁଣି ଦୁଇ ସେବାୟତ ଗୋଷ୍ଠୀ ଭିତରେ ହାତାହାତି ହେବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଘଟିଛି ଏହି ଘଟଣା। ଏଥିରେ ଘଟଣାରେ ଜଣେ ବରିଷ୍ଠ ସେବାୟତ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।…

ଋଷ ଯିବାକୁ ଚାହୁଁଛନ୍ତି କି? ୨୦୨୫ରୁ ଭାରତୀୟଙ୍କ ପାଇଁ ଭିସା ଫ୍ରି

ନୂଆଦିଲ୍ଲୀ: ୨୦୨୫ରୁ ଋଷ ଭାରତୀୟମାନଙ୍କ ପାଇଁ ଭିସା ଫ୍ରି ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଫଳରେ ଯେଉଁ ଭାରତୀୟମାନେ ଋଷ ଯିବାକୁ ଯୋଜନା କରୁଛନ୍ତି ସେମାନେ ଆଉ ଭିସା ବିଷୟରେ ଚିନ୍ତା କରିବା ଜରୁରୀ ନୁହେଁ। ସାଧାରଣତଃ ଋଷ, ଚୀନ୍ ଏବଂ ଇରାନର ଯାତ୍ରୀମାନଙ୍କ ପାଇଁ ଭିସା ଫ୍ରି ଟୁରିଷ୍ଟ…

ଜାନୁଆରୀରେ ବିଜେଡିର ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ବର: ଆସନ୍ତା ବର୍ଷ ଜାନୁଆରୀରେ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସଭ୍ୟ ସଂଗ୍ରହ ଅଭିଯାନ ଭଲ ଭାବେ ଚାଲିଛି । ଡିସେମ୍ବର ୨୧ ସୁଦ୍ଧା ଟାର୍ଗେଟ ହାସଲ କରିବାକୁ କୁହାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ବିଜେଡି…

ଭାରତ ବିରୋଧରେ ଶ୍ରୀଲଙ୍କା ଭୂମିର ବ୍ୟବହାର ହେବନାହିଁ… 

ନୂଆଦିଲ୍ଲୀ: ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଡିସାନାୟ ଡିସେମ୍ବର ୧୬ରେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲ। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ରାଷ୍ଟ୍ରପତି ହେବା ପରେ ଏହା ମୋର ପ୍ରଥମ ବିଦେଶ ଯାତ୍ରା ଅଟେ। ଭାରତର…

ବୁମରାହଙ୍କୁ ମାଙ୍କଡ କହିଥିଲେ, ଏବେ ମାଗିଲେ କ୍ଷମା

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ତୃତୀୟ କ୍ରିକେଟ ଟେଷ୍ଟ ଅବସରରେ ରବିବାର ଇଂଲଣ୍ଡର ପୂର୍ବତନ କ୍ରିକେଟର ଈଶା ଗୁହାଙ୍କ ଟିପ୍ପଣୀ କ୍ରିକେଟପ୍ରେମୀଙ୍କୁ ନିରାଶ କରିଥିଲା । ସେ ସ୍ପିଡଷ୍ଟାର ଯଶପ୍ରୀତ ବୁମରାହଙ୍କୁ ମାଙ୍କଡ କହିଥିଲେ । ଅବଶ୍ୟ ସେ ସିଧାସଳଖ ଏହା ନ କହି ମୋଷ୍ଟ ଭାଲ୍ୟୁବେଲ ପ୍ରାଇମେଟ…

କଶ୍ମୀରରେ ତାପମାତ୍ରା -୫.୯ ଡିଗ୍ରୀ, ଜମିଗଲା ଜଳପ୍ରପାତ

ଶ୍ରୀନଗର : ଆଜିକାଲି ଜାମ୍ମୁ କଶ୍ମୀରରେ ଅତ୍ୟଧିକ ଥଣ୍ଡା ହେଉଛି। ଉପତ୍ୟକାର ଅନେକ ଅଞ୍ଚଳରେ ତାପମାତ୍ରା ଶୂନରୁ କମରେ ପହଞ୍ଚିଛି | ଜାମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା -୫.୯ ଡିଗ୍ରୀ ହୋଇଗଲାଣି । ଯାହାକି ଏହି ସିଜନର ସବୁଠାରୁ ଶୀତ ରାତି ଥିଲା | ଉତ୍ତର କଶ୍ମୀରର…

ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପୁଣି ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଷଷ୍ଠ ପାଳିରେ ଆଜି ଅନେକ ଅଭିଯୋଗର ଶୁଣାଣି କରିଥିଲେ ମୁଖ୍ୟମନ୍ତ୍ରୀ। ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଅଧିକାଂଶ ଅଭିଯୋଗ…

ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଏହା ମିଶେଇକି ପିଅନ୍ତୁ, ବଢିବ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ବର: ଶୀତଦିନେ ଥଣ୍ଡାକୁ ଏଡାଇବା ପାଇଁ ଶରୀରକୁ ଗରମ ଏବଂ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ |ତେବେ ଆପଣ ରାତିରେ ଶୋଇବା ପୂର୍ବରୁ କିଛି ବିଶେଷ ଜିନିଷ ମିଶେଇକି କ୍ଷୀର ପିଅନ୍ତି, ଏହା କେବଳ ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରିବ ନାହିଁ ବରଂ ଥଣ୍ଡା କାରଣରୁ ହେଉଥିବା ରୋଗରୁ ମଧ୍ୟ ରକ୍ଷା…