Latest Odisha News

BREAKING NEWS

କୋହଲିଙ୍କ ଟେକନିକ ନୂଆ ବଲ ପାଇଁ ଉପଯୁକ୍ତ ନୁହେଁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୂନର୍ବାର ଫେଲ ମାରିଛନ୍ତି । ଟେଷ୍ଟ ସ୍ପେଶାଲିଷ୍ଟ ବିବେଚନା କରାଯାଉଥିବା ଚେତେଶର ପୂଜାରା ସୋମବାର କୋହଲିଙ୍କ ଟେକନିକ ସମ୍ପର୍କରେ ଖୁଲାସା କରିଛନ୍ତି । ଟେଷ୍ଟ କ୍ରିକେଟରେ ଭାରତ ପାଇଁ…

ଏଟଲିଙ୍କ ଲୁକର ମଜାକ ଉଡାଇଲେ କପିଲ, ମୁହଁତୋଡ ଜବାବ ଦେଲେ ନିର୍ଦ୍ଦେଶକ

ମୁମ୍ବାଇ: ନିକଟରେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ରେ ବେବି ଜନର ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ମିଳିଥିଲା। ଏହାର ଏପିସୋଡରେ କପିଲ ଶର୍ମା ଏଟଲିଙ୍କ ମଜାକ ଉଡାଇଥିଲେ, ଯାହାକୁ ନେଇ ଟ୍ରୋଲ ହୋଇଛନ୍ତି କପିଲ। କପିଲ ନିର୍ଦ୍ଦେଶକ-ନିର୍ମାତା ଏଟଲି କୁମାର ଏବଂ ଅର୍ଚ୍ଚନା ପୁରଣ ସିଂଙ୍କ ଲୁକକୁ…

ବଲାଙ୍ଗୀର ପୋଲିସର ବଡ ସଫଳତା: ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ବଲାଙ୍ଗୀର: ବଲାଙ୍ଗୀର ଡିଭିଏଫ୍ ପୋଲିସକୁ ମିଳିଛି ବଡ଼ ସଫଳତା। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଛତର ଦଣ୍ଡି ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ। ଡିଭିଏଫ ପୋଲିସ ଚଢାଉରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଏହାକୁ ନେଇ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ କୁମାର…

କମିବ ଶୀତ, ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଶୀତରେ ଥରୁଛି ଓଡିଶା। ରାଜ୍ୟରେ ଶିତ ଲହରୀ ସମସ୍ତଙ୍କୁ ଅତିଷ୍ଠ କରୁଛି। ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ସାରା ରାଜ୍ୟରେ ଆହୁରି ୨୪ ଘଣ୍ଟା  ଯାଏ ଲାଗି ରହିବ ଶୀତ ଲହରୀ । ହେଲେ ତାପମାତ୍ରା ବୃଦ୍ଧି ପାଇବା ସହ କମିବ ଶୀତ ପ୍ରକୋପ। ଏନେଇ ଜାରି ହୋଇଛି କୋଲଡ…

ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କଲେ କୀର୍ତ୍ତି, ସେୟାର କଲେ ବିଶେଷ ମୁହୁର୍ତ୍ତର ଫଟୋ

ପାନାଜି: ଦକ୍ଷିଣ ଚଳଚ୍ଚିତ୍ର ଅଭିନେତ୍ରୀ କିର୍ତ୍ତୀ ସୁରେଶ ଡିସେମ୍ବର ୧୨ ତାରିଖରେ ଗୋଆରେ ପ୍ରେମିକା ଆଣ୍ଟୋନି ଥାଟିଲଙ୍କୁ ବିବାହ କରିଥିଲେ । ଏହି ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ କରାଯାଇଥିଲା । ବର୍ତ୍ତମାନ ତିନି ଦିନ ପରେ, ଏହି ଦମ୍ପତି ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ…

୨ କୁଖ୍ୟାତ ଚୋର ଗିରଫ, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ସୁନ୍ଦରଗଡ: ୨ ଜଣ କୁଖ୍ୟାତ ଚୋରଙ୍କୁ ଧରିବାରେ ସଫଳ ହୋଇଛି ସୁନ୍ଦରଗଡ଼ ପୋଲିସ । ରବିବାର ଘଟିଥିବା ଲୁଟ୍‌ ମାମଲାରେ ଯାଞ୍ଚ କରୁଥିବା ସମୟରେ ଉଭୟଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଏମଡି ଇକ୍କୁ ଓ ଏମଡି ମୋବିନ । ସେମାନେ ସୁନ୍ଦରଗଡ ଟାଉନ ଥାନା ଡେଙ୍ଗିଭାଡି ଅଞ୍ଚଳର ବୋଲି…

‘ଶକ୍ତିମାନ’ ରାଇଟ୍ସ ଦେବି ନାହିଁ; କାହିଁକି ଏଭଳି କହିଲେ ମୁକେଶ ଖାନ୍ନା

ନୂଆଦିଲ୍ଲୀ: ଅଭିନେତା ମୁକେଶ ଖାନ୍ନା ପ୍ରାୟତଃ 'ଶକ୍ତିମାନ' ଶୋ' ପାଇଁ ଚର୍ଚ୍ଚାରେ ରହିଥାନ୍ତି। ତେବେ ସେ ଏହି ଭୂମିକା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଥିଲେ ଯେ ସେ 'ଶକ୍ତିମାନ'ର ଭୂମିକାରେ ଅଭିନୟ କରିପାରିବେ। ସେ କହିଛନ୍ତି ଯେ ସେ…

ଆସ ଖାଇବା ସୁଆଦିଆ ‘ମାଣ୍ଡିଆ ହାଲୁଆ’

ଭୁବନେଶ୍ବର: ବଢ଼ୁଛି ମାଣ୍ଡିଆରେ ତିଆରି ଖାଦ୍ୟ ସାମଗ୍ରୀର ଚାହିଦା। ଦିନେ ଲୋକମାନେ ଭାବୁଥିଲେ ମାଣ୍ଡିଆରେ କେବଳ ଜାଉ ତିଆରି ହୁଏ । କିନ୍ତୁ ମାଣ୍ଡିଆରୁ ଟେଷ୍ଟି ଟେଷ୍ଟି ଖାଦ୍ୟ ଏବେ ପ୍ରସ୍ତୁତ କରିଲେଣି ଲୋକେ । ତେବେ ଆସନ୍ତୁ ଆଜି ଶିଖିବା 'ମାଣ୍ଡିଆ ହାଲୁଆ' ରେସିପି  । ସାମଗ୍ରୀ:-…

ରଥଯାତ୍ରା-୨୦୨୫: ବଡରାଉଳ ଠାକୁରାଣୀଙ୍କ ପିଠକୁ ଯାତ୍ରା କଲା ତିନି ଜଣିଆ ଟିମ୍

ପୁରୀ: ୨୦୨୫ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ହେବ । ଏଥିପାଇଁ ଆଜି ତିନି ରଥର ମୁଖ୍ୟ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ନୟାଗଡ଼ ବନଖଣ୍ଡ ଅଧିନ ମାଆ ବଡରାଉଳ ଠାକୁରାଣୀଙ୍କ ପିଠକୁ…

ଟ୍ରେନ୍ ବଗିରେ କାହିଁକି ହଳଦିଆ, ନାଲି ରଙ୍ଗର ଗାର ଅଙ୍କିତ କରାଯାଇଥାଏ?

ଭୁବନେଶ୍ବର: ରେଳସେବା ଆମର ଭାରତୀୟମାନଙ୍କର ଲାଇଫ୍ ଲାଇନ୍ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ରେଳଯାତ୍ରା କରିଥାନ୍ତି । ରେଳଯାତ୍ରୀଙ୍କ ସୁବିଧା ନିମନ୍ତେ ଭାରତୀୟ ରେଳବିଭାଗ ଟ୍ରେନ୍‌ମାନଙ୍କରେ କଲର୍ କୋଡିଂ କରିଛି । ଯାହା ଫଳରେ ରେଳଯାତ୍ରୀଙ୍କୁ କୌଣସି ଅସୁବିଧା ଭୋଗିବେ ନାହିଁ । ସହଜରେ ନିଜର…