ଆଉ ଏକ ମାଇଲଖୁଣ୍ଟରେ ଇସ୍ରୋ: ମହାକାଶରେ ୨ଟି ସାଟେଲାଇଟର ସଫଳ ଡକିଂ
ନୂଆଦିଲ୍ଲୀ: ପୁଣି ଆଉ ଏକ ଐତିହାସିକ ସଫଳତା ହାସଲ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଇସ୍ରୋ । ମହାକାଶରେ ପ୍ରଥମ ଥର ଦୁଇଟି ସେଟେଲାଇଯର ସଫଳ ଡକିଂ କରାଇଛି । ଏମିତି କରିବାରେ ଭାରତ ଚତୁର୍ଥ ଦେଶ ହୋଇଥିବା ବେଳେ ସବୁଠୁ ବଡ କଥା ହେଉଛି ସମସ୍ତ ନିଜସ୍ବ ଜ୍ଞାନ କୌଶଳ ପ୍ରୋୟୋଗ କରି…