Latest Odisha News

BREAKING NEWS

ପୁଣି ଏକ ରୋମାଣ୍ଟିକ ଫିଲ୍ମରେ ନଜର ଆସିବେ ଲୋକପ୍ରିୟ ଯୋଡ଼ି ଆଦିତ୍ୟ-ଶ୍ରଦ୍ଧା

ମୁମ୍ବାଇ: ପ୍ରଥମ ଥର ପାଇଁ ଆଦିତ୍ୟ ରୟ କପୁର ଏବଂ ଶ୍ରଦ୍ଧା କପୁରଙ୍କୁ ୨୦୧୩ରେ ମୁକ୍ତିଲାଭ କରିଥିବା 'ଆଶିକୀ ୨'ରେ ଦେଖିବାକୁ ମିଳିଥିଲା। ଫିଲ୍ମ ରିଲିଜ୍ ହେବା ପରଠାରୁ, ଉଭୟ ଷ୍ଟାର ଲୋକଙ୍କ ପ୍ରିୟ ଅନ-ସ୍କ୍ରିନ୍ ଯୋଡ଼ି ପାଲଟି ଯାଇଛନ୍ତି। ତଥାପି, ଏହି ଫିଲ୍ମ ପରେ, ଦୁହେଁ ୨୦୧୭ରେ ଶାଦ…

ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ପର୍ଯ୍ୟଟନ କ୍ଷେତ୍ର ବୁଲିବେ ପ୍ରବାସୀ ଅତିଥି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ…

ମହାକାଶରେ ସୁନିତା ୱିଲିୟମ୍ସ କରିବେ ସ୍ପେସ୍ ୱାକ୍: ଏହା କଣ ଏବଂ କେବେ କରାଯାଏ?

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ୨୦୦ ଦିନରୁ ଅଧିକ ସମୟ ଧରି ମହାକାଶରେ ଫସି ରହିଛନ୍ତି। ଏବେ ସୁନିତା ୱିଲିୟମ୍ସଙ୍କ ବିଷୟରେ ଖବର ଆସୁଛି ଯେ ସେ ମହାକାଶ ଷ୍ଟେସନରୁ ବାହାରକୁ ଯାଇ ସ୍ପେସ୍ ୱାକ୍ ବା ମହାକାଶରେ…

କେବଳ ୩ ହଜାର ଟଙ୍କାରେ ଆକାଶ ମାର୍ଗରୁ କରନ୍ତୁ ମହାକୁମ୍ଭ ମେଳାର ଦିବ୍ୟ ଦର୍ଶନ

ପ୍ରୟାଗରାଜ: ଜାନୁଆରୀ ୧୩ରୁ ମହାକୁମ୍ଭ ମେଳା ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଆଗେଇ ଚାଲିଛି । ଏ ସମ୍ପର୍କରେ, ଉତ୍ତରପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ କୁମ୍ଭମେଳା କ୍ଷେତ୍ରର ସୁରକ୍ଷାକୁ ନେଇ ସମୀକ୍ଷା କରିଥିଲେ । ଏହି ସମୟରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ…

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦୁର୍ବଳ ନେତ୍ରୀ କହିଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦୁର୍ବଳ କହିଛନ୍ତି। କଙ୍ଗନା କହିଛନ୍ତି ଯେ ସେ ଏହି ବିଷୟରେ ବହୁତ ଗବେଷଣା କରିଛନ୍ତି ଏବଂ ଏହା ପରେ ହିଁ ସେ ଏହା କହୁଛନ୍ତି। କଙ୍ଗନା ରଣାୱତ ତାଙ୍କର ନୂତନ ଫିଲ୍ମ 'ଏମର୍ଜେନ୍ସି'ରେ…

କୁମ୍ଭମେଳା ପାଇଁ ଓଡ଼ିଶାରୁ ସ୍ଵତନ୍ତ୍ର ବସ୍‌: ମହିଳାଙ୍କୁ ମିଳିବ ୫୦% ରିହାତି

ଭୁବନେଶ୍ବର : ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୮ଟି ବସ୍‌ ଗଡ଼ିବ। ଏଥିରେ ମହିଳାଙ୍କୁ ୫୦% ରିହାତି ମିଳିବା ନେଇ OSRTC ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ୧୩ ତାରିଖରୁ…

‘ସହଦେବ ନାୟକଙ୍କ ପରିବାରକୁ ୧ କୋଟି ସହାୟତା ସହ ତାଙ୍କ ପତ୍ନୀଙ୍କୁ ଚାକିରି ଦିଆଯାଉ’

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱର ରସୁଲଗଡ ଫ୍ଲାଏଓଭରେ ଘଟିଥିବା ପୋଲିସ ମିତ୍ର ସହଦେବ ନାୟକଙ୍କ ବିଭତ୍ସ ହତ୍ୟାକାଣ୍ଡ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ଘଟିବାର ମାତ୍ର ଦଶ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ତେବେ ଏହି ଘଟଣାରେ…

ଚଳିତବର୍ଷ ଭାରତ ବଜାରରେ ୧୪ଟି ବାଇକ୍ ଲଞ୍ଚ କରିବ ‘ଡୁକାଟୀ’

ନୂଆଦିଲ୍ଲୀ: ଚଳିତ ବର୍ଷ ଡୁକାଟୀ କରିବ ଦମଦାର ଏଣ୍ଟ୍ରି । ଇଟାଲୀୟ ଦୁଇ ଚକିଆ ନିର୍ମାତା କମ୍ପାନୀ ଡୁକାଟୀ(Ducati) ଭାରତୀୟ ବଜାରରେ ୧୪ଟି ମୋଟରସାଇକେଲ ଲଞ୍ଚ କରିବାକୁ ଯାଉଛି। ନୂତନ ମଡେଲଗୁଡିକର ଶୁଭାରମ୍ଭ ସହିତ ବାଇକ୍ କମ୍ପାନୀ ଏହାର ଡିଲର ନେଟୱାର୍କକୁ ବିସ୍ତାର କରିବାକୁ ଯାଉଛି ।…

୩୧ ଜାନୁଆରି ପର୍ଯ୍ୟନ୍ତ ଚାଲିବ ରାସନ କାର୍ଡ ଇ-କେୱାଇସି ଯାଞ୍ଚ: ମନ୍ତ୍ରୀ

ଭୁବନେଶ୍ବର: ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ। ଧାର୍ଯ୍ୟ ହୋଇଥିବା ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କ‌ଲେ କାର୍ଡ କଟିଯିବା ସହ ଆଉ ରାସନ ମିଳିବନି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ…

‘ଶକ୍ତି ଶାଳିନି’ରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି! 

ମୁମ୍ବାଇ: ସୁପରନାଚୁରାଲ କମେଡି ଫିଲ୍ମ 'ଶକ୍ତି ଶାଳିନି' ଚଳିତ ବର୍ଷ ଡିସେମ୍ବର ୩୧ ତାରିଖରେ ମୁକ୍ତିଲାଭ କରିବ। 'ସ୍ତ୍ରୀ' ଔର 'ଭେଡିଆ'ର ସଫଳତା ପରେ 'ଶକ୍ତି ଶାଳିନି' ହେଉଛି ମ୍ୟାଡକ୍ ଫ୍ରାଞ୍ଚାଇଜର ପଞ୍ଚମ ଫିଲ୍ମ। ତେବେ ରିପୋର୍ଟ ଅନୁଯାୟୀ ଫିଲ୍ମର ଲିଡ୍ ଅଭିନେତ୍ରୀଙ୍କୁ ମଧ୍ୟ ଚୂଡ଼ାନ୍ତ…